• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ମହାମାରୀ ଥମିବାର ନାଁ ନେଉନାହିଁ। ଆଜି ରାଜଧାନୀରେ ୩୫୪ ପଭିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୫୨ ଏବଂ ୨୦୨ ଲୋକାଲ୍‌ କେସ୍ ରହିଛି। ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୧ରେ ପହଞ୍ଚିଛି। ସେହିପରି ଆଜି ଭୁବନେଶ୍ୱରରୁ ୨୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୫୪୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେବି ରାଜଧାନୀରେ ୩୫୩୫ ଆକ୍ଟିଭ୍ କେସ୍ ରହିଛି।

https://twitter.com/bmcbbsr/status/1299340269775544320?s=20

ଆଜି ସପ୍ତମ ବାଟାଲିୟନରୁ ୧୨ କ୍ୱାରେଣ୍ଟିନ୍ ଏବଂ ୫ ଲୋକାଲ୍ କେସ୍ ଚିହ୍ନଟ ହୋଇଛି। ସେହିପରି ଜାଗମରାରୁ ୮, ଭରତପୁରରୁ ୬, ୟୁନିଟ୍‌-୬ରୁ ୫, ନୟାପଲ୍ଲୀ ବେହେରା ସାହିରୁ ୬ ଏବଂ ୟୁନିଟ୍-୧ରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ନହରକଣ୍ଟା ଶୁଣ୍ଢିସାହିରୁ ୪, ପୁରୁଣା ଭୁବନେଶ୍ୱର ଦର୍ଜିସାହି ଏବଂ ବିବେକାନନ୍ଦ ଛକରୁ ୪ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି।

354-new-covid-19-cases-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories