ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୩୨୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୦, ଲୋକାଲ କଣ୍ଟାକ୍ଟ କେସ୍ ୨୫୬ ରହିଛି।

କେଉଁ ଅଞ୍ଚଳରୁ କେତେ:-

ପଟିଆ ଅଞ୍ଚଳରୁ ୨୦, ନୟାପଲ୍ଲୀରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୟୁନିଟ-୯ରୁ ୧୦, ଓଲ୍ଡ୍ ଟାଉନ ଅଞ୍ଚଳରୁ ୮ ଆକ୍ରାନ୍ତ, ବରମୁଣ୍ଡାରୁ ୮, ରସୁଲଗଡ଼ ଓ ଚନ୍ଦ୍ରଶେଖରପୁରରୁ ୭ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି କଳାରାହାଙ୍ଗ, ପଳାଶୁଣି, ଶୈଳଶ୍ରୀବିହାରରୁ ୬ ଲେଖାଏଁ, ଭୀମଟାଙ୍ଗି, ବମିଖାଲ, ୟୁନିଟ-୩, କଳିଙ୍ଗନଗରରୁ ୫ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

You might also like