• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନୂଆଦିଲ୍ଲୀ: ଦେଶର ୩୨ ଶିଶୁଙ୍କୁ ବର୍ଷ ୨୦୨୧ ପାଇଁ ପ୍ରଦାନ କରାଯାଇଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ମେଧାବୀ ଅନ୍ୱେଶ ଶୁଭମ୍ ପ୍ରଧାନ। ଆଜି ଏହି ପୁରସ୍କାରପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କଳା ଓ ସଂସ୍କୃତି, ନବସୃଜନ ବା ଇନୋଭେସନ୍, ଶିକ୍ଷାଗତ ସଫଳତା, କ୍ରୀଡ଼ା, ସାହସିକତା ଓ ସାମାଜ ସେବା ବର୍ଗରେ ଦେଶର ଏହି ୩୨ ଜଣ କୁନି ପ୍ରତିଭା ପୁରସ୍କୃତ ହୋଇଛନ୍ତି। ଶିକ୍ଷାଗତ ସଫଳତା ବର୍ଗରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଛନ୍ତି ଅନ୍ୱେଶ ଶୁଭ।ମ। ଏହି ପୁରସ୍କାର କେବଳ ବିଜେତାଙ୍କୁ ପ୍ରେରଣା ଦେବନି, ବରଂ ଲକ୍ଷଲକ୍ଷ ଶିଶୁଙ୍କୁ ସ୍ୱପ୍ନ ଦେଖିବାକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

32-children-received-pm-bal-award
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories