ନିଃଶୁଳ୍କ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ

ଭୁବନେଶ୍ୱର : ପରମପୂଜ୍ୟ ସ୍ୱାମୀ ରାମଦେବଜୀଙ୍କ ମାର୍ଗଦର୍ଶୀତ ଏକ ନିଃଶୁଳ୍କ ତ୍ରି-ଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ନିଳାଦ୍ରି ବିହାର, ଦୁର୍ଗାମଣ୍ଡପ ପଡ଼ିଆ ଯୋଗକେନ୍ଦ୍ର ଠାରେ ଅନୁଷ୍ଠିତ ହେବାକୁ ଯାଉଛି।

ସୂଚନା ମୁତାବକ ,ତା-୧୮.୦୧.୨୦୧୯ରିଖ(ଶୁକ୍ରବାର) ଠାରୁ ତା- ୨୦.୦୧.୨୦୧୯ରିଖ(ରବିବାର) ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ।

ଏହି ଶିବିରରେ  ଓଡ଼ିଶା ପତଞ୍ଜଳି  ଯୋଗପୀଠର ମୁଖ୍ୟ  ତଥା ବିଶିଷ୍ଟ ଯୋଗଗୁରୁ  ଶ୍ରୀ ସୁଂଧାଶୁ ଶେଖର ଅଧିକାରୀ ପ୍ରତ୍ୟହ ସକାଳ ୫.୩୦ରୁ ୭.୩୦ ପର୍ଯ୍ୟନ୍ତ ଯୋଗ ଶିକ୍ଷା ପ୍ରଦାନ କରିବେ।

ଏହାସହ  ଶିବିରରେ ଦୈନିକ ଯୋଗାଭ୍ୟାସ ଦ୍ୱାରା ନିଃରୋଗ ରହିବା ସହ ସୁସ୍ଥ ରହିବା ପାଇଁ ଆୟୁର୍ବେଦ ତଥା ଜଡ଼ିବୁଟି ଓ ଘରୋଇ  ଉପଚାର ସମ୍ବନ୍ଧରେ ବିସ୍ତାରିତ ଭାବେ ଶିକ୍ଷା ଦିଆଯିବ।

ଉକ୍ତ ଯୋଗ ଶିବିରରେ ଯୋଗ ଦେବା ପାଇଁ ସବୁ ବର୍ଗର ଲୋକଙ୍କୁ ପତଞ୍ଜଳି ଯୋଗ କେନ୍ଦ୍ର ତରଫରୁ ଅନୁରୋଧ କରାଯାଇଛି ।

ଆହୁରି ପଢ଼ନ୍ତୁ

ଏଣିକି ଶିକ୍ଷକଙ୍କ ଦକ୍ଷତା ମାପିବେ ଛାତ୍ରଛାତ୍ରୀ

୨୧ ଜଣିଆ ମନ୍ତ୍ରିମଣ୍ଡଳରେ ୧୩ କୋଟିପତି : ଶୀର୍ଷରେ ନବୀନ

ଚତୁର୍ଥ ଶ୍ରେଣୀ ପଢ଼ିଥିବା ବ୍ୟକ୍ତି ଚାଷ ପାଇଁ ତିଆରି କଲେ ମଟର ଚାଳିତ ଯନ୍ତ୍ର

ସ୍ୱାଭିମାନ ଅଂଚଳର ଉନ୍ନତି ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ

ପ୍ରେମ ବିବାହ ପରେ ସ୍ତ୍ରୀକୁ ଛାଡ଼ି ସ୍ୱାମୀ ଫେରାର୍‌

ପାର୍ସଲ ପେଟିରୁ ବାହାରିଲା ନାଗସାପ

ନିଜସ୍ୱ ଉଦ୍ୟମରେ ମୋବାଇଲ ଟାୱାର ନିର୍ମାଣ କଲେ ଗ୍ରାମବାସୀ

ଭୁଲ୍‌ ଇଞ୍ଜେକସନ୍ ପାଇଁ ୯ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

ଓଟିଭିର ପ୍ରଭାବ: ମାଟି ଶଙ୍ଖ ଶିଳ୍ପୀଙ୍କୁ ମିଳିଲା ପ୍ରୋତ୍ସାହନ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ସମୁଦ୍ର କୂଳରେ ବିଛା ଯାଇଥିବା ଜିଓ ସିନ୍ଥେଟିକ୍‌ ଟ୍ୟୁବ୍‌ରେ ଅଗ୍ନିକାଣ୍ଡ

ଋଷିକୂଲ୍ୟା ନଦୀରେ ଭାସିଗଲେ ନାବାଳିକା

You might also like