• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କଟକ: ଚାଉଳିଆଗଞ୍ଜ ପୋଲିସ ଏକ ବଡ଼ ଧରଣର ବାଇକ ଲୁଟର ପର୍ଦ୍ଦାଫାଶ କରିଛି। ୩ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ୧୮ଟି ବାଇକ ଜବତ କରିଛି। ଗତ କିଛି ଦିନ ତଳେ କଟକ ଓଏମପି ଛକରେ ବାଇକ ଚେକିଂ ଚାଲିଥିବା ବେଳେ ଏକ ଚୋରି ଗାଡ଼ି ସହ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖିଥିଲା ପୋଲିସ। ସେମାନଙ୍କୁ ଜେରା କରିବା ପରେ ଏହି ବାଇକ୍ ଚୋରି ଗ୍ୟାଙ୍ଗ ଉପରୁ ପରଦା ହଟିଥିଲା। ସେମାନଙ୍କ ନିକଟରୁ ୧୮ ଟି ବାଇକ୍ ଜବତ କରାଯାଇଛି। କଟକ ଗୁରୁଡ଼ିଝାଟିଆ ଅଞ୍ଚଳର ଜଣକୁ ମଧ୍ୟ ପୋଲିସ ଗିରଫ କରିଛି। ଏମାନେ କଟକ ବଡ଼ ମେଡ଼ିକାଲ, ଶିଶୁଭବନ ଓ ହାଇକୋର୍ଟ ପରି ଜନଗହଳି ପୂର୍ଣ୍ଣ ସ୍ଥାନରେ ବାଇକ୍ ଚୋରି କରୁଥିଲେ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।

3-bike-lootera-arested-and-18-bikes-seized
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories