ଚୋରା ମଦ ବିକ୍ରି ଅଭିଯୋଗରେ ୩ ଗିରଫ

ବ୍ରହ୍ମପୁର: ଲକଡାଉନବେଳେ ଚୋରାରେ ମଦ ବିକୁଥିବା ଜଣେ ବାର୍ ମାଲିକ ଓ ୨ କର୍ମଚାରୀଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଧରିଛି। ଭାପୁର ବଜାରରେ ଥିବା ବାର୍ ମୋତି ମହଲର ମାଲିକ ଓ ୨ କର୍ମଚାରୀଙ୍କୁ ପୋଲିସ ଧରିଛି।

ଧରାପଡ଼ିଥିବା ୩ ଜଣ ହେଲେ ବ୍ରହ୍ମପୁର ଗାନ୍ଧିନଗରର ବାସିନ୍ଦା ତଥା ମୋତି ମହଲର ମାଲିକ ଦୁର୍ଗାପ୍ରସାଦ ପାତ୍ର ଓ ନରେନ୍ଦ୍ରପୁର ଅଞ୍ଚଳର ୨ କର୍ମଚାରୀ ରମେଶ ସେଠୀ ଓ ଭାସ୍କର ନାୟକ।

ଲକଡାଉନ ପାଇଁ ମଦ ବିକ୍ରି ସଂପୂର୍ଣ୍ଣ ନିଷେଧ ଥିବାବେଳେ ମୋତି ମହଲ ବାରରେ ମଦ ବିକ୍ରି ହେଉଥିବା ଖବର ମିଳିଥିଲା। ଏହାପରେ ଟାଉନ ଥାନାର ଜଣେ ଏସ୍ଆଇ ଗ୍ରାହକ ସାଜି ବାର୍‌କୁ ଯାଇ ଏମାନଙ୍କୁ ଧରିଥିଲେ। ବାରରୁ ବିଭିନ୍ନ ବ୍ରାଣ୍ଡର ୫୪ ଲିଟର ବିଦେଶୀ ମଦ ଜବତ ହୋଇଛି।

ଆହୁରି ପଢ଼ନ୍ତୁ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁର ପଶ୍ଚିମବଙ୍ଗରେ ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

You might also like