• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ନୟାଗଡ଼ : ଚଳିତ ଥର ନିର୍ବାଚନରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ତ୍ରୀମୁଖି ଲଢେଇ ଦେଖିବାକୁ ମିଳିଛି।  ନିର୍ବାଚନୀ ପ୍ରଚାରକୁ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର କରାଯାଇଛି। ନିର୍ବାଚନରେ ବିଜେଡ଼ି ଦଳ ଡ଼େବ୍ୟୁଟାଣ୍ଟ ରମେଶ ବେହେରାଙ୍କ ଉପରେ ଭରଷା କରିଛି। ଗାଁ ଗାଁ ବୁଲି ନିଜ ପାଇଁ ସମର୍ଥନ ମାଗୁଛନ୍ତି ରମେଶ। ବିଜେଡିର ଲୋକପ୍ରିୟତା ତାଙ୍କୁ ବହୁ ଭୋଟରେ ବିଜୟ କରିବ ବୋଲି ବିଶ୍ୱାସ ରଖିଛନ୍ତି ରମେଶ।

ସେପଟେ ନିର୍ବାଚନୀ ପ୍ରଚାରରେ ପଛେ ପଡି ନାହିଁ ବିଜେପି। ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାୟକ ମଧ୍ୟ ଗାଁ ଗାଁ ବୁଲି ସଭା ମାଧ୍ୟମରେ ଭୋଟରଙ୍କ ନିକଟତର ହେଉଛନ୍ତି। ସେପଟେ, କଂଗ୍ରେସ ପ୍ରାର୍ଥୀ ସୁଶାନ୍ତ ନାୟକ ମଧ୍ୟ ଡୋର ଟୁ ଡୋର୍ ପ୍ରଚାର ଚଳାଇଛନ୍ତି। ଚଳିତ ନିର୍ବାଚନରେ ଲୋକେ କଂଗ୍ରେସକୁ ଭୋଟ୍‌ ଦେଇ ବିଜୟ କରାଇବେ ବୋଲି ଆଶା ବାନ୍ଧିଛନ୍ତି ସୁଶାନ୍ତ ।

ସେପଟେ, ଭୋଟରଙ୍କ ପାଇଁ ମୁଦ୍ଦା ହୋଇଛି ବିକାଶ। ଯେଉଁଠି ବିକାଶ ନାହିଁ, ସେଠି ଭୋଟ ନାହିଁ ବୋଲି ରୋକଠୋକ୍‌ ଶୁଣାଇଛନ୍ତି ଭୋଟର୍। ଯିଏ ରାସ୍ତା, ପାଣି, ଶିକ୍ଷା ଭଳି ମୌଳିକ ସୁବିଧା ଯୋଗାଇ ଦେବ, ତାକୁ ହିଁ ମିଳିବ ଭୋଟ୍‌।

2nd-phase-election-rally-in-dasapala
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories