Corona Updates In Odisha: ୨୪ ଘଣ୍ଟାରେ ଓଡ଼ିଶାରେ ୨,୬୦୨ କରୋନା ପଜିଟିଭ୍‌ ଚିହ୍ନଟ, ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨,୬୦୨ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

Corona Updates In Odisha:

ଚିହ୍ନଟ ନୂଆ ୨,୬୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୬୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୦୪୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗତକାଲି ଖୋର୍ଦ୍ଧା (Khordha) ରୁ ୬୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୬୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୫୩୬ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଚାନ୍ଦବାଲି ବିଧାୟକଙ୍କୁ କରୋନା

ଆହୁରି ପଢ଼ନ୍ତୁ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

Coronavirus Odisha News: ୪ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ଦିନକରେ ଓଡ଼ିଶାରେ ୪,୨୪୧ କରୋନା ପଜିଟିଭ୍‌‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୪୭

Bhubaneswar Corona News: ୩୬୨ କରୋନା ପଜିଟିଭ ଚିହ୍ନଟ, ୨୮୬ ଲୋକାଲ୍‌ କେସ

Corona Update In Odisha: ୨୪ ଘଣ୍ଟାରେ ୪,୨୭୦ ପଜିଟିଭ୍‌ ଚିହ୍ନଟ

୨୪ ଘଣ୍ଟାରେ ଓଡ଼ିଶାରୁ ୩,୫୪୩ କରୋନା ପଜିଟିଭ୍‌ ଚିହ୍ନଟ, ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ

Corona Updates In Odisha: ଦିନକରେ ୩,୨୬୭ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ୮୦୦ରୁ ଅଧିକ

Corona Updates In Odisha: ଦିନକରେ ଚିହ୍ନଟ ହେଲେ ୩,୨୧୯ କରୋନା ପଜିଟିଭ୍‌

୨୪ ଘଣ୍ଟାରେ ଓଡ଼ିଶାରେ ୩,୦୨୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ଚାନ୍ଦବାଲି ବିଧାୟକଙ୍କୁ କରୋନା: Chandbali MLA Byomkesh Ray Tests Covid19 Positive

ଓଡ଼ିଶାରେ ଦିନକରେ ୩,୬୮୨ କରୋନା ଆକ୍ରାନ୍ତ‌ ଚିହ୍ନଟ, ଚିନ୍ତା ବଢ଼ାଇଲା ଖୋର୍ଦ୍ଧା

You might also like