କରୋନା ମୁକାବିଲା: ୨୪ ଘଣ୍ଟିଆ ସେବା ଯୋଗାଇବ କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର:  କରୋନା ମୁକାବିଲା ପାଇଁ ଗୃହ ବିଭାଗ ଏକ କଣ୍ଟ୍ରୋଲ ରୁମ୍‌ ଖୋଲିଛି। ଏହି କଣ୍ଟ୍ରୋଲ୍ ରୁମ୍ ନଂ: ୦୬୭୪-୨୩୯୨୧୧୫/୯୪୩୮୯୧୫୯୮୬ ରହିଛି।

ଗୃହ ବିଭାଗ ଅଧୀନରେ ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ପରିଚାଳନା କରାଯିବ। ଆଜିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟ କରିବ। ଏହି କଣ୍ଟ୍ରୋଲ୍ ରୁମ୍ ଦାୟିତ୍ୱରେ ରହିବେ IG ଅପରେସନ୍ ଅମିତାଭ ଠାକୁର। ଲକ୍ ଡାଉନ୍ ଓ ବାହାରେ ଥିବା ଓଡ଼ିଆଙ୍କ କଥା ବୁଝିବ ଏହି କଣ୍ଟ୍ରୋଲ୍ ରୁମ୍।

You might also like