• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ମାଲକାନଗିରି: ମାଲକାନଗିରି ସୀମା ଛତିଶଗଡ଼ ଜିଲ୍ଲା ବିଜାପୁରରେ ମାଓବାଦୀ ବର୍ବରକାଣ୍ଡ ରଚିଛନ୍ତି।  ପୋଲିସ୍ ଇନ୍‌ଫର୍ମର ସନ୍ଦେହରେ ଦୁଇ ଜଣ ଲୋକ ପ୍ରତିନିଧିଙ୍କୁ ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ।

ବିଜାପୁର ଜିଲ୍ଲା ଗଙ୍ଗଲା ଗାଁରେ ମାଓବାଦୀମାନେ ଏହି ବର୍ବରକାଣ୍ଡ ଘଟାଇଥିବା ବିଜାପୁର ଏସ୍‌ପି କମଳଲୋଚନ କଶ୍ୟପ ସୂଚନା ଦେଇଛନ୍ତି । ଗତକାଲି ରାତିରେ ଏହି ଘଟଣା ଘଟିଛି । ମୃତକ ହେଲେ ଗଙ୍ଗଲା ଗାଁର ଉପସରପଞ୍ଚ ଧନିରାମ କୋରସା ଏବଂ ଓ୍ୱାଡ଼ ମେମ୍ବର ଗୋପଲ କୁଡ଼ିୟମ ।

ପୋଲିସ୍ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ଏ ଦୁଇ ଜଣଙ୍କୁ ପରିବାର ଲୋକଙ୍କ ସାମ୍ନାରେ ଧାରୁଆ ଅସ୍ତ୍ରରେ ଆକ୍ରମ କରି ହତ୍ୟା କରିଛନ୍ତି ।

2-persons-murdered-in-suspension-of-police-informer
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories