• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କାଠମାଣ୍ଡୁ/ଭୁବନେଶ୍ୱର: ନେପାଳରେ ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ନେପାଳର ରାଜଧାନୀ କାଠମାଣ୍ଡୁ ବୁଲିବାକୁ ଯାଇଥିବାବେଳେ ଦୁର୍ଘଟଣାରେ ଏହି ୨ ଓଡ଼ିଆ  ପ୍ରାଣ ହରାଇଛନ୍ତି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଅଞ୍ଚଳର ଚରଣ ବିଶ୍ୱାଳ ଓ ଅରଗୁଳ ଯମୁନା ଗାଁର ବିଜୟ କୁମାର ଜେନା।

ଦୁର୍ଘଟଣାରେ ଅନ୍ୟ ୩ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି।  ସେମାନେ ହେଲେ ସର୍ବେଶ୍ୱର ଜେନା ଏବଂ ସହଦେବ ଜେନା। ସେମାନଙ୍କୁ ବିରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ୨୧ ଜଣ ପର୍ଯ୍ୟଟକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ, ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ନେପାଳ ବୁଲିବାକୁ ଯାଇଥିବା ଏକ ବସ୍ ରାଉତପୁରା ଜିଲ୍ଲାର ପଉରାଇ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ବସ୍‌ଟି ନେପାଳର ମଙ୍ଗଳପୁର ନିକଟରେ ରାସ୍ତାରେ ଛିଡା ହୋଇଥିବାବେଳେ ଏକ ଟ୍ରକ୍‌ ପଛପଟୁ ଧକ୍କା ଦେଇଥିଲା।  ଫଳରେ ବସ୍‌ଟି ଜଙ୍ଗଲର ୨୦ ମିଟର ତଳକୁ ଖସି ପଡ଼ିଥିଲା।

2-odias-killed-in-a-bus-accident-in-nepal
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories