କରୋନାରୁ ସୁସ୍ଥ ହେଲେ ଆଉ ୨ ଜଣ

ଭୁବନେଶ୍ୱର: କରୋନାରୁ ସୁସ୍ଥ ହେଲେ ଆଉ ୨ଜଣ। ଏମାନେ ରାଉଲକେଲା ଅଞ୍ଚଳର ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ରେ ସମୁଦାୟ ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁନ୍ଦରଗଡ଼ରେ ଆକ୍ଟିଭ କେଶ୍ ୫ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୧ରେ ପହଞ୍ଚଲା। ସେହିପରି ରାଜ୍ୟରେ ଆକ୍ଟିଭ କେଶ୍ ୧୦୦ ରହିଛି।


ସେହିପରି ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି। ଆଜି ଗୋଟିଏ ଦିନରେ ୧୭ ଜଣଙ୍କ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ଜିଲ୍ଲାର ସ୍ଥିତି ବିଗିଡ଼ିବାରେ ଲାଗିଛି।

 

You might also like