ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲିଲା

ସମ୍ୱଲପୁର  : ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲିଲା; ଏବେ ୭ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ବାମ ପାର୍ଶ୍ୱରେ ୫ ଓ ଦକ୍ଷିଣ ପାର୍ଶ୍ୱରେ ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ପୂର୍ବରୁ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା।

ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୦ ଦଶମିକ ୨୭ ଫୁଟ ରହିଛି। ହୀରାକୁଦ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି ଏକ ଲକ୍ଷ ୫୧ ହଜାର ୨୫୫ ଘନଫୁଟ ଜଳ ପ୍ରବେଶ କରୁଛି।

ସେହିପରି ୯୬ ହଜାର ୨୩ ଘନଫୁଟ ଜଳ ନିଷ୍କାସନ ହେଉଛି ।

ଆହୁରି ପଢ଼ନ୍ତୁ

ପୁଲିସ୍‌ ହେବ ତ ଏମିତି; ଭୋକିଲା ଛୁଆଙ୍କ ମୁହଁରେ ଆହାର ଦେଲେ ସ୍ମୃତିପ୍ରଭା

ମଙ୍ଗୁ ମଠ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ବସ୍ତା ବସ୍ତା ନକଲି ଶ୍ୟାମ୍ପୁ ଓ ଫେସ୍ ଓ୍ୱାଶ୍‌ ଜବତ

ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଲା ମୃତଦେହ

ମାଲକାନଗିରିରେ ଡଙ୍ଗା ବୁଡ଼ି ୩ ନିଖୋଜ

ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରିଲା ୬୦ ଲକ୍ଷ ଟଙ୍କା

ପୁଲିସ୍‌ ଗାଡ଼ିରୁ କଳା ଧୂଆଁ ବାହାରୁଥିବା ଦେଖି ପିଛା କଲେ ଲୋକେ, ଆଉ ତା’ପରେ…

ଆକ୍ସନ୍ ମୁଡ୍‌ରେ ଗଞ୍ଜାମ ପୁଲିସ୍: ୨୪ ଘଣ୍ଟାରେ ୨ଟି ଏନକାଉଣ୍ଟର

ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର

ଦୁର୍ଗାପୂଜା ବୈଠକରେ ବିଧାୟକଙ୍କୁ ଡକା ନ ଯିବା ନେଇ ତେଜିଲା ବିବାଦ

ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା

ଉଦ୍ଧାର ହେବ ମ୍ୟାଲେସିଆ ଜାହାଜ ଜିନ୍ ହ୍ୱା-୩୨

You might also like