କୋରାପୁଟ ବୋରିଗୁମ୍ମାରେ ୨ମାସର ଶିଶୁକନ୍ୟା ଉଦ୍ଧାର
କୋରାପୁଟ : କୋରାପୁଟ ବୋରିଗୁମ୍ମା କେବିଡ଼ିରେ ଜନ୍ମିତ ଶିଶୁ କନ୍ୟା ଉଦ୍ଧାର। ଗାଁ ପାଖ କଲଭର୍ଟ ତଳେ ପଡିଥିବାବେଳେ ଶିଶୁକନ୍ୟାକୁ ଗାଁ ଲୋକେ ଉଦ୍ଧାର କରିଛନ୍ତି। ଏହାପରେ ଶିଶୁକୁ ନିକଟସ୍ଥ ରାବଣାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ମୁତାବକ, ଶିଶୁର ଅବସ୍ଥା ଭଲ ଥିବା ଜଣାପଡିଛି ଏବଂ ପରେ ଶିଶୁ ସୁରକ୍ଷା କମିଟି ସହାୟତାରେ ଶିଶୁକନ୍ୟାକୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଏହାସହ କମିଟି ଗାଁରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
କୋରାପୁଟ : କୋରାପୁଟ ବୋରିଗୁମ୍ମା କେବିଡ଼ିରେ ଜନ୍ମିତ ଶିଶୁ କନ୍ୟା ଉଦ୍ଧାର। ଗାଁ ପାଖ କଲଭର୍ଟ ତଳେ ପଡିଥିବାବେଳେ ଶିଶୁକନ୍ୟାକୁ ଗାଁ ଲୋକେ ଉଦ୍ଧାର କରିଛନ୍ତି। ଏହାପରେ ଶିଶୁକୁ ନିକଟସ୍ଥ ରାବଣାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ମିଳିଥିବା ସୂଚନା ମୁତାବକ, ଶିଶୁର ଅବସ୍ଥା ଭଲ ଥିବା ଜଣାପଡିଛି ଏବଂ ପରେ ଶିଶୁ ସୁରକ୍ଷା କମିଟି ସହାୟତାରେ ଶିଶୁକନ୍ୟାକୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଏହାସହ କମିଟି ଗାଁରେ ପହଞ୍ଚି ଘଟଣାର ତଦନ୍ତ କରୁଛି।