ନଦୀରେ ଭାସିଗଲେ ୨ ନାବାଳକ

ଯାଜପୁର  : ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବାଙ୍କିପାଳ ଗ୍ରାମରେ ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୨ ନାବାଳକ।

୪ ଜଣ ନାବାଳକ ଗାଧୋଉଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ, ତେବେ ଅନ୍ୟ ୨ ନାବାଳକ ସୋମନାଥ ବାରିକ ଓ ସ୍ମୃତି ସ୍ୱାଇଁ ପାମିର ପ୍ରଖର ସ୍ରୋତରେ ଭାସି ଯାଇଥିବା ଜଣାପଡ଼ିଛି। ଖବର ପାଇ ଓଡ୍ରାଫ୍ ଟିମ୍‌ ଉଦ୍ଧାର କାମ ଜାରି ରଖିଛି।

You might also like