ଓଡ଼ିଶାରେ କରୋନା ସ୍ଥିତି: ଆକ୍ରାନ୍ତ କମୁଛନ୍ତି, ମୃତ୍ୟୁ ସଂଖ୍ୟା କମୁନି
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧,୫୬୦ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି।
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁରରୁ ୩, ଜଗତସିଂହପୁର ଓ ସୁବର୍ଣ୍ଣପୁରରୁ ୨ଜଣ ଲେଖାଏ, ବରଗଡ଼, ଭଦ୍ରକ, ଭୁବନେଶ୍ୱର,ଗଞ୍ଜାମ, କଟକ ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
Regret to inform the demise of seventeen #COVID19 positive patients while under treatment in hospitals.
1.A 56-year-old male of Bargarh district who was also suffering from Diabetes Mellitus.
2.A 55-year-old male of Bhadrak district.
3.A 60-year-old male of Bhubaneswar.— H & FW Dept Odisha (@HFWOdisha) November 17, 2020
ପଢ଼ନ୍ତୁ: ରାଜ୍ୟରେ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୬୪୪