ମାଲ୍ବାହୀ ଟ୍ରେନ୍ର ୧୫ଟି ବଗି ଲାଇନ୍ଚ୍ୟୁତ
କୋରାପୁଟ : କୋରାପୁଟ ଜିଲ୍ଲା ଦାମନଯୋଡି ନିକଟରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ। ଟ୍ରେନର ୧୫ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍ଟି ଅାଲୁମିନା ଗୁଣ୍ଡ ନେଇ ଯାଉଥିବା ବେଳେ ଲାଇନ୍ଚ୍ୟୁତ ହୋଇଥିଲା। ଉଦ୍ଧାର କାର୍ଯ୍ୟ ପାଇଁ କୋରାପୁଟରୁ ରିଲିଫ୍ ଟ୍ରେନ୍ ପଠାଯାଇଛି। ଘଟଣା ପରେ ଏହି ରୁଟ୍ରେ ଟ୍ରେନ ଚଳାଚଳରେ ବାଧା ଉପୁଜିଛି। ଅାଜି ପାଇଁ ହୀରାଖଣ୍ଡ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି। ସୋମବାର ସକାଳ ସୁଦ୍ଧା ପୁନଃରୁଦ୍ଧାର କାମ ଶେଷ ହେବ ବୋଲି ରେଲ୍ୱେ ପକ୍ଷରୁ ସୂଚନା […]
କୋରାପୁଟ : କୋରାପୁଟ ଜିଲ୍ଲା ଦାମନଯୋଡି ନିକଟରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ। ଟ୍ରେନର ୧୫ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍ଟି ଅାଲୁମିନା ଗୁଣ୍ଡ ନେଇ ଯାଉଥିବା ବେଳେ ଲାଇନ୍ଚ୍ୟୁତ ହୋଇଥିଲା। ଉଦ୍ଧାର କାର୍ଯ୍ୟ ପାଇଁ କୋରାପୁଟରୁ ରିଲିଫ୍ ଟ୍ରେନ୍ ପଠାଯାଇଛି।
ଘଟଣା ପରେ ଏହି ରୁଟ୍ରେ ଟ୍ରେନ ଚଳାଚଳରେ ବାଧା ଉପୁଜିଛି। ଅାଜି ପାଇଁ ହୀରାଖଣ୍ଡ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି। ସୋମବାର ସକାଳ ସୁଦ୍ଧା ପୁନଃରୁଦ୍ଧାର କାମ ଶେଷ ହେବ ବୋଲି ରେଲ୍ୱେ ପକ୍ଷରୁ ସୂଚନା ଦିଅାଯାଇଛି।