• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ବାତ୍ୟା ୟାସ୍ ପ୍ରଭାବରେ ଫ୍ଲାସ୍ ଫ୍ଲଡ୍ ଯୋଗୁଁ ବୁଢାବଳଙ୍ଗ ନଦୀ ବଢୁଛି। ମୟୂରଭଞ୍ଜର ଅସ୍ତିଆ ନିକଟରେ ବୁଢାବଳଙ୍ଗର ବିପଦ ସଂକେତ ୨୯.୭ ମିଟର ରହିଛି। ସନ୍ଧ୍ୟା ୬ଟା ସୁଦ୍ଧା ଅସ୍ତିଆ ଠାରେ ୨୩.୨ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଏନେଇ ମୟୂରଭଞ୍ଜ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୟାସର ପ୍ରଭାବ ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ ଯେଉଁଠି ପାଣି ଜମିଛି, ସେଇଠି ଅଫିସରମାନେ ସଜାଗ ଅଛନ୍ତି। ମୟୂରଭଞ୍ଜ ଶିମିଳିପାଳରେ ୧୪୬ ମିମି ବର୍ଷା ହୋଇଛି।

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ପାଣି ନାହିଁ, ମିଡିଅମ ରିଜର୍ଭର ଖାଲି ଅଛି। ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ନାହିଁ, ସେଥିପ୍ରତି ନଜର ରଖାଯାଇଛି। ଯଦି ହେବ ତଳିଆ ଅଞ୍ଚଳକୁ ଖାଲି କରିବାକୁ ପ୍ରାଥମିକତା ଦିଆଯିବ। ଗତକାଲି ୩୭ଟି ବ୍ଲକରେ ୧୦୦ ମିମି ବର୍ଷା ରେକର୍ଡ ହୋଇଛି। ତଳିଆ ଅଞ୍ଚଳକୁ ଟିମ୍ ଯାଇଛି, ବର୍ଷା କମିବା ପରେ କାମ ଆରମ୍ଭ ହେବ ବୋଲି ଯନ୍ତ୍ରୀ ସୂଚନା ଦେଇଛନ୍ତି। ବାଲିଆପାଳ, କେନ୍ଦ୍ରାପଡ଼ାରେ କିଛି ସ୍ଥାନରେ ଓ୍ବାଟର ଲଗିଙ୍ଗ୍ ଅଛି। ଆଜି ପୂର୍ଣ୍ଣିମା ଯୋଗୁଁ ପାଣି ଠେଲିବ, କିଛି ସମସ୍ୟା ହୋଇପାରେ ବୋଲି ସେ କହିଛନ୍ତି।

146-mm-rainfall-record-at-similipal-mayurbhanja
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories