• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ଭୁବନେଶ୍ୱର:  ପାରିବାରିକ ପତ୍ରିକା ‘ମଧୁଲିତା’ ର ଦ୍ୱାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ଏହି ଉତ୍ସବ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଓ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଅତିଥି ଭାବେ ଯୋଗ ଦେଇଥିଲେ।

ଶ୍ରୀଯୁକ୍ତ କାନୁନ୍‌ଗୋ ଅତିଥି ଭାବେ ଯୋଗ ଦେଇ ପରିବାରରେ ସାମାଜିକ ସମ୍ପର୍କ ବୃଦ୍ଧି କରିବାରେ ପତ୍ରିକାର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହା ସହିତ ସୁଶାନ୍ତ କୁମାର ସାମଲଙ୍କ ପୁସ୍ତକ ‘ଗପରେ ଗପରେ ମଉଜ କଥା’ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ।

ଏହି ଅବସରରେ ବିଶିଷ୍ଟ କବି ତଥା ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଓ ତାଙ୍କ ପତ୍ନୀ ରାଜଶ୍ରୀ ଦାସ ଏବଂ ନାଲ୍‌କୋ ର ବରିଷ୍ଠ ଅଧିକାରୀ ଅମୀୟ ପଟ୍ଟନାୟକ ଓ ତାଙ୍କ ପତ୍ନୀ ସବିତା ପଟ୍ଟନାୟକଙ୍କୁ ସୁପରହିଟ୍‌ ଯୋଡ଼ି ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

12th-annual-function-of-weekly-magazine-madhulita-held-at-jaydev-bhawan-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories