ଆଜି ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୨। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୩୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୧୨ ଚିହ୍ନଟ ହୋଇଛନ୍ତି।

କେଉଁ ଜିଲ୍ଲାରେ କେତେ ଚିହ୍ନଟ ହେଲେ  ?

ଜିଲ୍ଲାପଜିଟିଭ ଚିହ୍ନଟ
ଗଜପତି୮୯
କୋରାପୁଟ୭୩
କଟକ୬୦
ଜଗତସିଂହପୁର୪୭
ବାଲେଶ୍ୱର୨୯
ରାୟଗଡ଼ା୨୪
ବଲାଙ୍ଗିର୨୧
ଯାଜପୁରରୁ୨୦
ମୟୂରଭଞ୍ଜ୨୨
କନ୍ଧମାଳ୧୪
କେନ୍ଦ୍ରାପଡ଼ାରୁ୧୪
ବରଗଡ଼୧୦
କଳାହାଣ୍ଡି
ନୂଆପଡ଼ାରୁ
ନୟାଗଡ଼ ୭
ସୁବର୍ଣ୍ଣପୁର
ସୁନ୍ଦରଗଡ଼ରୁ
ବୌଦ୍ଧ
ଝାରସୁଗୁଡ଼ା
ଭଦ୍ରକ
ଦେବଗଡ଼
ଢେଙ୍କାନାଳ

 

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୨୮ ହଜାର ୧୦୭କୁ ବୃଦ୍ଧି ପାଇଛି। ସେହିଭଳି ଖବର ଲେଖିଯିବା ସୁଦ୍ଧା ୧୭,୩୭୩ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ  ଆକ୍ଟିଭ୍ କେସ୍ ୧୦,୫୪୩ ରହିଛି।

You might also like