• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବାଲେଶ୍ୱର: ଗୋଆରେ ରହୁଥିବା ବାଲେଶ୍ୱର ଅଞ୍ଚଳର କିଛି ଲୋକେ ନିପା ଭୟରେ ଘରକୁ ଫେରି ଆସିଥିବା ସୂଚନା ମିଳିଛି। ଗତକାଲି ୧୨ଜଣ ଗୋଆରୁ ଘରକୁ ଫେରି ଆସିଥିବା ଜଣାପଡିଛି।  ଆକ୍ରାନ୍ତମାନେ ଗୋଆର ଏକ ହୋଟେଲରେ କାମ କରୁଥିଲେ। ଏମାନେ ସମସ୍ତେ ବାଲେଶ୍ୱର ଭୋଗରାଇ ବ୍ଲକ ନିମାତପୁର ଗାଁର। କିଛି ଦିନ ପୂର୍ବରୁ ଅଜଣା ରୋଗରେ କିଛି ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଆକ୍ରାନ୍ତଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି।

ତେବେ ସମସ୍ତଙ୍କ ରକ୍ତ ନମୂନା ରିପୋର୍ଟ ଆସିଛି। କଟକ ବଡ଼ମେଡିକାଲରେ ସେମାନଙ୍କ ରକ୍ତ ନମୂନା ପରୀକ୍ଷା ହୋଇଥିବା ବେଳେ ଡେଙ୍ଗୁ ନେଗେଟିଭ ଆସିଛି। ସେହିପରି ସ୍ୱାଇନ୍ ଫ୍ଲୁ ପରୀକ୍ଷା ପାଇଁ ଭୁବନେଶ୍ୱର ଆରଏମଆରସିକୁ ରକ୍ତ ନମୁନା ଯାଇଥିବା ବେଳେ H1N1 ନେଗେଟିଭ ଆସିଛି। ଅନ୍ୟପଟେ ଗୋଆ ଫେରନ୍ତା ବାଲେଶ୍ୱରର ୮ ଜଣ ନିପା ଦ୍ୱାରା ଆକ୍ରାନ୍ତ ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ମନ୍ତ୍ରୀ କହିଛନ୍ତି ଏହା ଏକ ଗୁଜବ।

12-odia-leave-goa-for-nipa-virus
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories