୧୨ ଡକାୟତ ଗିରଫ
ରାଉରକେଲା(ପୱନ ତିୱାରୀ): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ପୁଲିସ୍ ୧୨ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବି ଏମାନଙ୍କ ନାଁରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି ଥିବା ପୁଲିସ୍ କହିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଖଣ୍ଡା, ୩ଟି ବାଇକ, ପିକ୍ଅପ୍ ଭ୍ୟାନ, ବୋଲେରୋ, ମୋବାଇଲ୍, କାର୍ ସମେତ ବହୁ ସାମଗ୍ରୀ ଜବତ କରାଯାଇଛି।
ରାଉରକେଲା(ପୱନ ତିୱାରୀ): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ପୁଲିସ୍ ୧୨ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବି ଏମାନଙ୍କ ନାଁରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି ଥିବା ପୁଲିସ୍ କହିଛି।
ଗିରଫ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଖଣ୍ଡା, ୩ଟି ବାଇକ, ପିକ୍ଅପ୍ ଭ୍ୟାନ, ବୋଲେରୋ, ମୋବାଇଲ୍, କାର୍ ସମେତ ବହୁ ସାମଗ୍ରୀ ଜବତ କରାଯାଇଛି।