• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଓଡିଶାରୁ ଉତ୍ତରପ୍ରଦେଶ ଆଗ୍ରାକୁ ଯାଉଥିବା ଏକ କାର୍‌ରୁ ଗତ କାଲି ପ୍ରାୟ ୧୧କୋଟି ଟଙ୍କା ଜବତ ହୋଇଛି ।  ଛତିଶଗଡ଼ ମହାସମୁନ୍ଦଠାରେ ଉକ୍ତ ଗାଡ଼ିକୁ ଅଟକ ରଖାଯାଇ ଚଢାଉ କରାଯିବା ପରେ ଏହି ଘଟଣା ଜଣା ପଡିଛି । ହେଲେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏତେ ଟଙ୍କା କିଏ ଆଉ କେଉଁଠିକୁ ପଠାଉଥିଲା ତାହା ଖୋଳତା଼ଡ଼ କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ।

ଛତିଶଗଡରୁ ଜବତ ହୋଇଥିବା ପ୍ରାୟ ୧୧କୋଟି ଟଙ୍କା  ମଧ୍ୟରେ ୨ହଜାର, ୫ଶହ, ୨ଶହ ଓ ଶହେ ଟଙ୍କିଆ ବିଡା ବିଡ଼ା ନୋଟ୍ ରହିଛି । ଏହି ଘଟଣାରେ ମହାସମୁନ୍ଦ ପୋଲିସ ୪ଜଣଙ୍କୁ ଗିରଫ କରିଛି । ପଚରାଉଚରା ବେଳେ ସେମାନେ ଟଙ୍କା କେଉଁଠୁ ଆସୁଥିଲା ସେ ସମ୍ପର୍କରେ ସଠିକ ତଥ୍ୟ ଦେଇପାରି ନାହାନ୍ତି। ଫଳରେ ଏହି ଘଟଣା ନେଇ ସନ୍ଦେହ ବଢିବାରେ ଲାଗିଛି।

11-crore-seized-from-car
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories