ଘରମାଲିକଙ୍କୁ କରୋନା, ଭଡ଼ାଟିଆଙ୍କ ସହ କ୍ୱାରେଣ୍ଟାଇନ୍‌ରେ ଗଲେ ୧୧ ଜଣ ବ୍ୟାଙ୍କ କର୍ମଚାରୀ

ସୋର: ବାଲେଶ୍ୱର ସୋରରେ ଥିବା ୟୁକୋ ବ୍ୟାଙ୍କର ୧୧ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ପାଇଁ ପଠାଇଲା ପ୍ରଶାସନ।  ୟୁକୋ ବ୍ୟାଙ୍କ ଓ ବଜାରରେ ଥିବା ଏକ ଲଜ୍‌କୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ସୋର ୟୁକୋ ବ୍ୟାଙ୍କର ଜଣେ କର୍ମଚାରୀ ନିଳିଆବାଗ କଣ୍ଟେନମେଣ୍ଟ ଜୋନରେ କରୋନା ଆକ୍ରାନ୍ତଙ୍କ ଘରେ ଭଡା ନେଇ ରହୁଥିଲେ। ସେହି କର୍ମଚାରୀ ସୋର ୟୁକୋ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଯୋଗୁ ବ୍ୟାଙ୍କର ସମସ୍ତ ୧୧ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ନେଇଛି ସ୍ଥାନୀୟ ପ୍ରଶାସନ।

ସେହିପରି ଉକ୍ତ ବ୍ୟାଙ୍କ କର୍ମଚାରୀ ଜଣକ ରହୁଥିବା ଏକ ଲଜକୁ ମଧ୍ୟ ସିଲ କରାଯାଇଛି। ସନ୍ଦିଗ୍ଧ କର୍ମଚାରୀଙ୍କର ସ୍ୱାବ ଟେଷ୍ଟ ପାଇଁ ନିଆଯାଇଥିବା ସୋର ପୌରପାଳିକା ର୍ନିବାହୀ ଅଧିକାରୀ ସୂଚନା ଦେଇଛନ୍ତି।  ପ୍ରକାଶଥାଉକି ବାଲେଶ୍ୱର ଜିଲ୍ଲାରେ ୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

You might also like