• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଅନୁଗୁଳ: ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଏକ ଅଘଟଣ ଘଟିଛି। କୋଇଲା ବ୍ଲାଷ୍ଟିଂ ବେଳେ ମାଟି ଧସି ଯିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତକାଲି ରାତି ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଏହି ଅଘଟଣ ଘଟିଥିଲା।

ଏବେବି ଆଉ ୩ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ବଞ୍ଚିବା ଆଶା କ୍ଷୀଣ ବୋଲି ଜଣାପଡ଼ିଛି।

ଆହତ ୧୦ ଶ୍ରମିକଙ୍କୁ ସେଣ୍ଟ୍ରାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କୋଇଲା ବ୍ଲାଷ୍ଟିଂ ବେଳେ ପ୍ରାୟ ୫୦୦ ମିଟର ଯାଏ ମାଟି ଧସି ହୋଇ ଯିବା ଫଳରେ ଏହି ଅଘଟଣ ଘଟିଥିଲା। ସେହି ସମୟରେ ପାଖାପାଖି ୫୦ଜଣ ଶ୍ରମିକ ସେଠାରେ ଉପସ୍ଥିତ ଥିଲେ।

ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

10-injured-in-a-landslide-at-bharatpur-coal-mine-of-mcl
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories