• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଖୋର୍ଦ୍ଧା ବାଘମାରୀ ପୋଡ଼ାଡିହରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ୧୦ ଆକ୍ରମଣକାରୀ ଚିହ୍ନଟ। ଆକ୍ରମଣକାରୀ ଚିହ୍ନଟ ନେଇ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।  ଆକ୍ରମଣକାରୀଙ୍କୁ ଧରିବା ଲାଗି ଏସଡିପିଓଙ୍କ ନେତୃତ୍ୱରେ ୩ ଟିମ ଗଠନ କରାଯାଇଛି।

ସାମାନ୍ୟ କଥାକଟାକଟିକୁ ନେଇ ଯୁବକ ଜଣଙ୍କୁ ନିର୍ଦ୍ଧୂମ ମାଡ଼ ମାରିଥିଲେ। ୧୦ରୁ ୧୨ ଯୁବକ ଗାଁ ଦାଣ୍ଡରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ସଂଘବଦ୍ଧ ହୋଇ ମାଡ ମାରିଥିଲେ। ଠେଙ୍ଗା, ବାଡ଼ିରେ ମାଡ଼ ମାରିବା ସହ ଏଭଳିକି ପଥରରେ ମଧ୍ୟ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ଗତ ୮ ତାରିଖ ଦିନ ଘଟିଥିଲା ଘଟଣା।

ଏହି ଗାଁ ଦେଇ ଏକ ଟ୍ରାକ୍ଟର  ଯାଉଥିବା ବେଳେ ସ୍ଥାନୀୟ ବ୍ୟକ୍ତିଙ୍କ କାର୍ ସହ ଧକ୍କା ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ଲୋକେ ଟ୍ରାକ୍ଟର ଡ୍ରାଇଭର୍ ସହ ମାଲିକଙ୍କୁ ପିଟିଥିଲେ। ଟାକ୍ଟର ମାଲିକ ଜଣକ ଏହି ଗାଁର ହୋଇଥିବାବେଳେ ଆଲୋଚନା ମାଧ୍ୟମରେ ଏହାକୁ ସମାଧାନ କରିବାକୁ ଟ୍ରାକ୍ଟର ଡ୍ରାଇଭର୍ ଜଣକ କହିଥିଲେ। ତେବେ ଏହାକୁ ଶୁଣିବାକୁ ନାରାଜ ଲୋକେ ତାଙ୍କୁ ପିଟି ଚାଲିଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି।

https://www.youtube.com/watch?v=RRPLMaASXi8

10-attackers-identified-who-beat-youth-in-front-of-people
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories