ପୂର୍ବ ଶତ୍ରୁତାରୁ ହତ୍ୟା

ସଂଘବଦ୍ଧ ହୋଇ ୭ ଜଣ ଅାକ୍ରମଣ କରିଥିବା ସୂଚନା

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା। ଅନ୍ୟଜଣେ ଗୁରୁତର ଅାହତ ହୋଇଛନ୍ତି। ଅାକ୍ରମଣରେ ଗୁରୁତର ଅାହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବ୍ରାହ୍ମଣଛାଇରେ ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ହୋଇ ୭ ଜଣ ଏହି ଅାକ୍ରମଣ କରିଥିବା ସୂଚନା ମିଳିଛି।

You might also like