ଡିଜେ ଗାଡ଼ି ଓଲଟି ଜଣେ ମୃତ
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧରେ ଓଲଟିଲା ଡିଜେ ଗାଡ଼ି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଚାରିଛକ-କୁଶଙ୍ଗ ରାସ୍ତାରେ ବିଳମ୍ବିତ ରାତିରେ ଡିଜେ ଗାଡ଼ି ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଉପରକଟା ଗ୍ରାମର ସୁନୀଲ ମଲ୍ଲିକ। ଗୁରୁତର ମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଣାସ୍ଥଳରେ ପୁରୁଣାକଟକ ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି।
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧରେ ଓଲଟିଲା ଡିଜେ ଗାଡ଼ି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଚାରିଛକ-କୁଶଙ୍ଗ ରାସ୍ତାରେ ବିଳମ୍ବିତ ରାତିରେ ଡିଜେ ଗାଡ଼ି ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକ ଜଣଙ୍କ ହେଲେ ଉପରକଟା ଗ୍ରାମର ସୁନୀଲ ମଲ୍ଲିକ। ଗୁରୁତର ମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଣାସ୍ଥଳରେ ପୁରୁଣାକଟକ ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି।