ଟ୍ରଲର-ବାଇକ୍ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲାରେ ବଡ଼ ଧରଣର ଦୁର୍ଘଟଣା। ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ସେରଗଡ଼ ଫାଣ୍ଡି ସମ୍ମୁଖରେ ଟ୍ରଲର-ବାଇକ୍ ଧକ୍କା। ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ସୌମରଞ୍ଜନ।

ସୂଚନା ଅନୁସାରେ ସୌମ୍ୟରଞ୍ଜନ ଆଜି ସକାଳୁ ବାଲେଶ୍ୱରରୁ ଭଦ୍ରକ ଯାଉଥିବାବେଳେ ସେରଗଡ଼ ଟୋଲଗେଟ୍ ପୂର୍ବରୁ ଏକ ଟ୍ରଲରକୁ ପଛପଟୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଟ୍ରଲର୍ ଓ ବାଇକ ଜବତ କରି ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ୫ ଗିରଫ

ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରୁ ଚାଲିଛି ଉଚ୍ଛେଦ

ଘାଟିରେ ପୋଲରୁ ଖସିଲା ବସ୍ , ୩୦ ଯାତ୍ରୀ ଗୁରୁତର

ଏସ୍‌ସିବିରେ ଜଗା କାଳିଆଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଗଠିତ

ରାସ୍ତାରେ ପଢ଼ିଲେ ଛାତ୍ରଛାତ୍ରୀ

୪ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ଭାଇର ଦୁଷ୍କର୍ମ ଅଭିଯୋଗ

ବିଦ୍ୟୁତ୍‌ ଚୋରି ରୋକିବାକୁ ଲାଗିବ ସ୍ମାର୍ଟ ମିଟର

ଜାତୀୟ ପତାକାକୁ ଅସମ୍ମାନ କଲେ ପ୍ରିନ୍ସପାଲ୍ !

ମହଙ୍ଗା ପଡିଲା ମାଟ୍ରିମନୀରେ ମିଛ ପ୍ରୋଫାଇଲ୍ ଦେଇ ବିବାହ ଉଦ୍ୟମ

ମନ୍ଦିରା ଡ୍ୟାମ୍‌ର ୧୧ଟି ଗେଟ୍ ଖୋଲାଯିବା ପରେ ଶତାଧିକ ଲୋକ ଜଳବନ୍ଦୀ

ଛାତ୍ରଙ୍କୁ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କ ନିସ୍ତୁକ ମାଡ଼;  ଭିଡିଓ ଭାଇରାଲ୍

ଯୁବକଙ୍କୁ ଛାତ ଉପରୁ ଠେଲି ମାରିଦେଲେ ଦୁଇ ସାଙ୍ଗ

You might also like