ବାତ୍ୟା ପାଇଁ ଦେଢ ଲକ୍ଷ ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର

ବାଲେଶ୍ୱରରୁ ୪୬ ହଜାର ୮୨୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି

  • ବାତ୍ୟା ୟାସ୍ ପାଇଁ ୭ ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତରଣ ଚାଲିଛି
  • ଏଯାଏ ସ୍ଥାନାନ୍ତରଣ ହେଲେଣି ୧ ଲକ୍ଷ ୫୫ ହଜାର ୧୨୯ ଜଣ
  • ବାଲେଶ୍ୱରରୁ ୪୬ ହଜାର ୮୨୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି
  • ଭଦ୍ରକ- ୭୨, ୯୭୦ , ମୟୂରଭଞ୍ଜ- ୩୨୦୦, ପୁରୀ- ୩୫୦୦
  • କେନ୍ଦ୍ରାପଡ଼ା-୧୮, ୩୯୧, ଜଗତସିଂହପୁର- ୯୧୨୨ ଜଣଙ୍କୁ ସ୍ଥାନାନ୍ତର
  • ଯାଜପୁରରୁ ୧୧୧୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି

ଭୁବନେଶ୍ୱର: ବାତ୍ୟା ଆସୁଛି, ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାରୁ ୧ ଲକ୍ଷ ୫୫ ହଜାର ୧୨୯ ଜଣଙ୍କୁ ସ୍ଥାନାନ୍ତରଣ କରାଗଲାଣି। ବାଲେଶ୍ୱରରୁ ୪୬ ହଜାର ୮୨୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଭଦ୍ରକରୁ- ୭୨, ୯୭୦ , ମୟୂରଭଞ୍ଜରୁ- ୩୨୦୦, ପୁରୀରୁ- ୩୫୦୦, କେନ୍ଦ୍ରାପଡ଼ାରୁ-୧୮, ୩୯୧, ଜଗତସିଂହପୁରରୁ- ୯୧୨୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଯାଜପୁରରୁ ୧୧୧୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

You might also like