• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Citizens Award (OCA) 2021

ଓଡ଼ିଶା ସିଟିଜେନସ୍ ଆଓ୍ୱାର୍ଡ ୨୦୨୧ ଏ ପ୍ରୟାସ ଆଜିର ନୁହେଁ ୯ବର୍ଷ ତଳୁ ଆରମ୍ଭ ହୋଇଥିଲା ଓଟିଭିର ଏହି ପ୍ରୟାସ କୃଷି, ଶିକ୍ଷା, କଳା ଓ ସଂସ୍କୃତି,ସମାଜସେବା,ବ୍ୟବସାୟ,ରାଜନୀତି,କ୍ରୀଡ଼ା,ମନୋରଂଜନ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ବ୍ୟକ୍ତିତ୍ୱଙ୍କୁ ଖୋଜିବାହାର କରିବା ଏବଂ ସେମାନଙ୍କୁ ସମ୍ମାନିତ କରିବା ହେଉଛି ଓଡ଼ିଶା ସିଟିଜେନସ୍ ଆଓ୍ୱାର୍ଡର ମୂଳ ଉଦେଶ୍ୟ ଏସବୁ କ୍ଷେତ୍ରରେ ଓଡ଼ିଶାକୁ ସମୃଦ୍ଧ ପଥରେ ଆଗେଇ ନେଇଥିବା ଯୋଗ୍ୟ ବ୍ୟକ୍ତିମାନଙ୍କୁ ଓଡ଼ିଶା ସିଟିଜେନସ୍ ଆଓ୍ୱାର୍ଡ ମାଧ୍ୟମରେ ସମ୍ମାନିତ କରିଆସୁଛି ଓଟିଭି

କଳା ଓ ସଂସ୍କୃତି

ବାଣିଜ୍ୟ

ଶିକ୍ଷା

ମନୋରଞ୍ଜନ

ସ୍ୱାସ୍ଥ୍ୟ

ରାଜନୀତି

ସମାଜସେବା

କ୍ରୀଡା

କୃଷି