• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁମ୍ବାଇ: ଭାରତୀୟ ନୌସେନାରେ ସାମିଲ ହେଲା INS ଭେଲା । ମୁମ୍ବାଇର ମାଜଗା ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଫ୍ରାନ୍ସ ନାଭାଲ୍ ଗ୍ରୁପ ଟେକ୍ନୋଲୋଜି ସହାୟତାରେ ଏହା ନିର୍ମାଣ କରାଯାଇଛି । MDL ଦ୍ୱାରା ର୍ନିମିତ ସ୍କର୍ପିଅନ ଢାଞ୍ଚାର ୬ଟି ବୁଡଜାହାଜ ମଧ୍ୟରୁ ଭେଲା ଅନ୍ୟତମ । ଦୁଇ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ପରୀକ୍ଷଣ ପରେ ଆଜି INS ଭେଲାକୁ ଲଞ୍ଚ କରାଯାଇଛି ।

ମେ ୨୦୧୯ରେ ଭାରତ ପ୍ରଥମେ ଏହାକୁ ପରୀକ୍ଷା କରିଥିଲା । ଶତ୍ରୁ ସହିତ ମୁକାବିଲା କରିବାରେ INS ଭେଲା ଏହାର ଅତ୍ୟାଧୁନିକ ଯୁଦ୍ଧ କ୍ଷମତା ପାଇଁ ପରିଚିତ । ଏହି ଡିଜେଲ-ଇଲେକ୍ଟ୍ରିକ୍ ସ୍କର୍ପିନ୍ ଶ୍ରେଣୀର ବୁଡ଼ାଜାହାଜ ଆଣ୍ଟି-ସର୍ଫେସ୍ ଯୁଦ୍ଧ, ଆଣ୍ଟି-ସବ୍-ମ୍ୟାରିନ୍ ଯୁଦ୍ଧ, ଗୁଇନ୍ଦା ତଥ୍ୟ ସଂଗ୍ରହ, ନିରୀକ୍ଷଣ ଭଳି ଅନେକ ମିଶନକୁ ରୂପ ଦେଇପାରେ । ଏଥିରେ ଟପ ସାଇଲେନ୍ସିଂ ଟେକନିକ୍, ନିମ୍ନ ବିକିରଣ ଶବ୍ଦସ୍ତର, ହାଇଡ୍ରୋ-ଡାଇନାମିକ୍ ଆକୃତି, ଗାଇଡେଡ୍ ଅସ୍ତ୍ର ବ୍ୟବହାର କରି ଶତ୍ରୁ ଉପରେ ଆକ୍ରମଣ କଲାଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଭାରତୀୟ ନୌସେନା ପକ୍ଷରୁ ଏହାକୁ ଆତ୍ମର୍ନିଭର ଭାରତର ଏକ ଉଦାହରଣ ବୋଲି କୁହାଯାଉଛି ।

ଏବେ ଦେଖନ୍ତୁ ଆଇଏନ୍‌ଏସ୍‌  ଭେଲାର କିଛି ଝଲକ...

INS Vela, Indian Navy's 4th Scorpene class sub, will be commissioned on 25 Nov 2021. It has been built by MDL Mumbai in collaboration with Naval Group of France. The previous INS Vela was commissioned on 31 Aug 1973 and served the nation for 37 years before being...
1/2 pic.twitter.com/QruzXFKz17

— Commander Ashok Bijalwan 🇮🇳 (@AshTheWiz) November 24, 2021

 

#INSVela the stealth submarine and Fourth of the Project-75, Commissioned into Indian Navy.

A Major milestone in enhancing India’s Naval Capacity and Firepower.

INS Vela is built by M/s MDL and is based on the French Scorpene class design.pic.twitter.com/5U4Wh5bcRU

— Mahesh Puttapaka (@maheshcafe) November 25, 2021

 

#AatmanirbharDefence#INSVela, the 4th in the series of six submarines of Project-75, was commissioned today, 25 Nov 21, at naval dockyard #Mumbai in the presence of Admiral Karambir Singh, Chief of the Naval Staff.

Details: https://t.co/y52SamuaKP pic.twitter.com/vS4wXUhTpo

— PRO Defence Mumbai (@DefPROMumbai) November 25, 2021