• translate
Rajalaxmi Sahoo

କଟକ: ୨୦୦୬ ଓଡ଼ିଶା ପ୍ରଶାସନିକ ସେବା ନିଯୁକ୍ତି ବିବାଦ ମାମଲାରେ ୩୭୮ ଜଣ OAS ଅଫିସରଙ୍କୁ ଆଶ୍ୱସ୍ତି ମିଳିଛି। ଅଫିସରଙ୍କ ନିଯୁକ୍ତି ନେଇ ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରଛନ୍ତି। ଏହାସହ ସେମାନଙ୍କ ନିଯୁକ୍ତିକୁ ବୈଧ କରିଛନ୍ତି ହାଇକୋର୍ଟ।

୨୦୦୬ OPSCର ଚୂଡ଼ାନ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନଥିବା କିଛି ପ୍ରାର୍ଥୀ ଏହାକୁ ଚ୍ୟାଲେଞ୍ଜ କରି ସ୍ୟାଟ୍‌ରେ ଆବେଦନ କରିଥିଲେ। ଆବେଦନର ବିଚାର କରି ୩୭୮ ଜଣଙ୍କ ନିଯୁକ୍ତିକୁ ସ୍ୟାଟ୍ ରଦ୍ଦ କରିଥିଲେ। ପରେ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ ବିରୋଧରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ହାଇକୋର୍ଟରେ ଯାଇଥିଲେ।

ହାଇକୋର୍ଟ ପ୍ରଥମେ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଥିଲେ। ତେବେ ଆଜି ମାମଲାର ଚୂଡ଼ାନ୍ତ ରାୟ ଦେଇ ସ୍ୟାଟ୍‌ଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି କୋର୍ଟ।

Other Stories

  • BJP national spokesperson Sambit Patra
    Politics ଲାଇନ୍‌ କଟିଲା, ଗୋବିନ୍ଦ ଖସିଲା ! ସମ୍ବିତ କହିଲେ...

    ସମ୍ବିତ ପାତ୍ର କହିଛନ୍ତି, ମମିତା ନିଖୋଜ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଜାଣି ମଧ୍ୟ ପୋଲିସ୍‌ ଏତଲା ରଖି ନଥିଲା। ମନ୍ତ୍ରୀ କଲେଜକୁ ଯିବା, ରାତିରେ ରହିବା, ମହିଳାଙ୍କୁ ଶୋଷଣ ଅଭିଯୋଗ ଆସୁଛି।

  • Winged Guests Throng Odisha's Chilika
    Miscellaneous ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ

    ନୀଳାମ୍ବୁ ଚିଲିକାର ଆକର୍ଷଣରେ ବିଦେଶୀ ବିହଙ୍ଗ । ଶୀତ ଋତୁ ଆରମ୍ଭରୁ ଚିଲିକାର ଚିଲିକାରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ । ଚିଲିକା ସ୍ଥିତ ମଙ୍ଗଳାଯୋଡି ଏବଂ ନଳବଣ ଭଳି ପକ୍ଷୀ ଅଭୟାରଣ୍ୟରେ ପ୍ରାୟ ୨୦ରୁ ଅଧିକ ପ୍ରଜାତିର ପକ୍ଷୀ...

  •  Former DGP Prakash Mishra
    Politics ‘ମମିତା ମେହେର ହତ୍ୟା ମାମଲା ପଛରେ ବଡ଼ ଷଡ଼ଯନ୍ତ୍ର’

    ମମିତା ମେହେର ହତ୍ୟା ମାମଲା ପଛରେ ରହିଛି ବଡ଼ଧରଣର ଷଡ଼ଯନ୍ତ୍ର। ଯାହାକୁ ବର୍ତ୍ତମାନ ଯାଏ ତଦନ୍ତ ପରିସରକୁ ଅଣାଯାଇନି। ଏହା ପଛରେ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି, ସେମାନଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରାଯିବା ଉଚିତ୍‌...

  •  Cardamom Benefits
    Health ସ୍ୱାସ୍ଥ୍ୟ ପାଇଁ ଗୁଜୁରାତି,ଜାଣିବା ଏହାର ଲାଭଦାୟକ ଗୁଣ

    ସାଧାରଣତଃ ଗୁଜରାତି ଖାଦ୍ୟରେ ପଡିଲେ ଖାଦ୍ୟର ସ୍ୱାଦ ବଢିଯାଇଥାଏ । ଏହା ରୋଷେଇ ସହିତ ପାଟିର ସ୍ୱାଦ ବଦଳାଇବା ପାଇଁ ମଧ୍ୟ ଲୋକମାନେ ବିଶେଷ କରି ଗୁଜୁରାତି କିମ୍ୱା ପାନମଧୁରୀ ଖାଇଥାନ୍ତି । କିନ୍ତୁ ଏଥିରେ ଥିବା...