• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo
  • ୪ ପୋଲିସ୍‌ ସସ୍‌ପେଣ୍ଡ୍‌
  • କଳାହାଣ୍ଡି ଜୟପାଟଣା ଥାନାର ୪ ପୋଲିସ୍‌ ସସ୍‌ପେଣ୍ଡ୍‌
  • ଏକ ଜମିଜମା ବିବାଦ ଓ ଅନିୟମିତତା ପାଇଁ ସସ୍‌ପେଣ୍ଡ୍‌
  • ତଦନ୍ତ ଆଧାରରେ ସରକାର ୪ ପୋଲିସଙ୍କୁ ସସପେଣ୍ଡ କରିଥିବା ସୂଚନା

ଧର୍ମଗଡ଼: ନିଲମ୍ବିତ ହେଲେ ୪ ପୋଲିସ୍‌ କର୍ମଚାରୀ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ଜଣ ପୋଲିସ୍‌ଙ୍କୁ ନିଲମ୍ବନ କରାଯାଇଛି। ଏକ ଜମିଜମା ବିବାଦ ଓ ଅନିୟମିତତା ପାଇଁ ଏହି ୪ ପୋଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବତ ହୋଇଥିବା ୪ ପୋଲିସ୍‌ କର୍ମଚାରୀ ହେଲେ- ASI ସନ୍ତୋଷ ସାହୁ, ୨ କନଷ୍ଟେବଲ ସୂର୍ଯ୍ୟ ମିଶ୍ର ଓ ହେମନ୍ତ ବାଗ୍‌,  OAPF ଯବାନ ଦେବରାଜ ନାଏକ।

ସୂଚନାଥାଉ କି, ଜୟପାଟଣା ଥାନା ଅନ୍ତର୍ଗତ କପୁରମାଲ ଗାଁର ଘାସିରାମ ମାଝୀଙ୍କ ଏକ ଜମିଜମା କେସ୍‌ରେ ପୋଲିସ୍‌ ଲାଞ୍ଚ ମାଗିଥିବା ନେଇ ‘ମୋ ସରକାର’ ଫୋନ୍‌କଲ୍‌ରେ ଘାସିରାମ ଜଣାଇଥିଲେ। ଘଟଣାକୁ ନେଇ ‘ମୋ ସରକାର’ 5T ପକ୍ଷରୁ ତଦନ୍ତ କରାଯାଇ ଏହି ୪ ପୋଲିସ୍‌ କର୍ମଚାରୀଙ୍କୁ ସରକାର ସସ୍‌ପେଣ୍ଡ୍‌ କରିଛନ୍ତି।