• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୧୮ ତାରିଖ, ସୋମବାର, ତୁଳା ୨ ଦିନ, ଆଶ୍ୱିନ ମାସର ୨୬ ଦିନ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର। ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ...

ମେଷ: କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ସଫଳତା ପାଇପାରନ୍ତି। ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି। ମହିଳାମାନେ ଚିନ୍ତିତ ରହିବେ।
ପ୍ରତିକାର- ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ଏବଂ ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ

ବୃଷ: ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭ ପାଇପାରନ୍ତି। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଧଳା ରଙ୍ଗର ବ୍ୟବହାର କରନ୍ତୁ

ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରେ। ନୂତନ ଆୟପନ୍ଥା ମିଳିବାର ସୁଯୋଗ ମିଳିପାରେ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଆଜି ନୀଳ ରଙ୍ଗର ବ୍ୟବହାର କରନ୍ତୁ

କର୍କଟ: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ, ସେଥିପାଇଁ ମନ ଅଶାନ୍ତ ରହିବ। ପରିବାରରେ ଶାନ୍ତି ଦେଖା ଦେବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।
ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ ଏବଂ ଧଳା ରଙ୍ଗର ବ୍ୟବହାର କରନ୍ତୁ

ସିଂହ: ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ନୂତନ ଯାନ କ୍ରୟ କରିପାରନ୍ତି। ମହିଳାମାନେ ସୁଖୀ ହେବେ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ 

କନ୍ୟା: କର୍ମକ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟରେ ସଫଳତା ମିଳିପାରେ। ଶାରିରୀକ ଅସୁସ୍ଥତା ଦୂର ହେବ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଧଳା ରଙ୍ଗର ବ୍ୟବହାର କରନ୍ତୁ 

ତୁଳା: କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ। ଅନେକ ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ସବୁଜ ରଙ୍ଗର ବ୍ୟବହାର କରନ୍ତୁ 

ବିଛା: କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ, ସତର୍କ ରୁହନ୍ତୁ। ବାଦବିବାଦରେ ପଡ଼ି ପାରନ୍ତି। ପାରିବାରିକ ଚିନ୍ତା ବୃଦ୍ଧି ପାଇପାରେ। 
ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ 

ଧନୁ: କର୍ମକ୍ଷେତ୍ରରେ ବାଦବିବାଦ ସୃଷ୍ଟି ହୋଇପାରେ। ଦୁର୍ଘଟଣାର ସମ୍ଭାବନା ଅଛି, ସାବଧାନ ରହିବେ। ପରିବାରରେ ଶାନ୍ତି ପାଇବେ।
ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ ଏବଂ ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ମକର: ଆୟର ନୂତନ ପନ୍ଥା ମିଳିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପରିବାରରେ ସୁଖଶାନ୍ତିରେ ଦିନଟିକୁ ଅତିବାହିତ କରିବେ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ସବୁଜ ରଙ୍ଗର ବ୍ୟବହାର କରନ୍ତୁ

କୁମ୍ଭ: କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ହେବ। ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ଧର୍ମ କାର୍ଯ୍ୟରେ ଯୋଗ ଦେବେ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଅାଜି ସବୁଜ ରଙ୍ଗର ବ୍ୟବହାର କରନ୍ତୁ

ମୀନ: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଚନ୍ଦନର ତିଳକ ମଥାରେ ଲଗାନ୍ତୁ