• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଅକ୍ଟୋବର ମାସ, ୧୭ ତାରିଖ, ରବିବାର, ତୁଳା ୧ ଦିନ, ଆଶ୍ୱିନ ମାସର ୨୫ ଦିନ, ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ଶତଭିଷା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ –କର୍ମ କ୍ଷେତ୍ରରେ ଶୁଭଫଳ ପାଇପାରିବେ । ଦୈନିକ ରୋଜଗାରରେ ଲାଭବାନ ହୋଇପାରିବେ । ମହିଳାମାନେ ପରିବାରରେ ଶାନ୍ତି ପାଇପାରିବେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ନାଲିରଙ୍ଗର ବ୍ୟବହାର କରନ୍ତୁ

 

ବୃଷ -ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ । ଆୟର ନୂତନ ପନ୍ଥା ମିଳିପାରିବ । ମହିଳାମାନେ ଧର୍ମପରାୟଣା ହୋଇପାରନ୍ତି ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଧଳାରଙ୍ଗର ବ୍ୟବହାର କରନ୍ତୁ

 

ମିଥୁନ -ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇପାରିବେ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ପରିବାରରେ ଶାନ୍ତି ପାଇପାରିବେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ସବୁଜ ରଙ୍ଗର ବ୍ୟବହାର କରନ୍ତୁ

 

କର୍କଟ –ଅର୍ଥ ଲାଭର ସୁଯୋଗ ଆସିପାରିବ । ବ୍ୟବସାୟରେ ଲାଭବାନ ହୋଇପାରିବେ । ପରିବାରରେ ଶାନ୍ତି ବୃଦ୍ଧି ହେବ

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଧଳାରଙ୍ଗର ବ୍ୟବହାର କରନ୍ତୁ

 

ସିଂହ -ଇଚ୍ଛିତ ଅଭିଳାଷ ପୂରଣ ହୋଇପାରିବେ । ବନ୍ଧୁ ସହଯୋଗ ମିଳିପାରିବ । ମହିଳାମାନେ ଅନନ୍ଦରେ ସମୟ ଅତିବାହିତ କରିପାରିବେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ନାଲିରଙ୍ଗର ବ୍ୟବହାର କରନ୍ତୁ

 

କନ୍ୟା -ବ୍ୟବସାୟରେ ସଫଳତା ପାଇପାରିବେ । ବିଭିନ୍ନ ସମସ୍ୟାର ସମାଧାନ ହେବାର ଆଶା ଅଛି । କିନ୍ତୁ ଶାରିରୀକ ଅସୁସ୍ଥତା ଦେଖାଦେଇପାରେ ।

ପ୍ରତିକାର- ସବୁଜ ରଙ୍ଗର ବ୍ୟବହାର କରିବେ ଏବଂ ଗଂ ଗଣପତୟେ ନମଃ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

 

ତୁଳା –କର୍ମ କ୍ଷେତ୍ରରେ କଠିନ ପରିଶ୍ରମ କରି କ୍ଲାନ୍ତି ଅନୁଭବ କରିପାରିବେ । ବାଦବିବାଦ ଦେଖା ଦେଇପାରେ । ବ୍ୟୟ ବୃଦ୍ଧି ହୋଇପାରେ ।

ପ୍ରତିକାର- ନମଃ ଶିବାୟ ମନ୍ତ୍ରକୁ ୧୦୮ଥର ସକାଳେ ଜପ କରନ୍ତୁ

 

ବିଛା -ବ୍ୟବସାୟରେ ସଫଳତା ପାଇପାରିବେ । ମାନସମ୍ମାନ ବୃଦ୍ଧି ହୋଇପାରିବ । ମହିଳାମାନେ ସନ୍ତାନ ସୁଖରେ ସୁଖୀ ହୋଇପାରିବେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ନାଲିରଙ୍ଗର ବ୍ୟବହାର କରନ୍ତୁ

 

ଧନୁ -ବ୍ୟବସାୟରେ ଲାଭବାନ ହୋଇପାରିବେ । ଶାରିରୀକ ଅସୁସ୍ଥତା ଦୂର ହେବାର ସମ୍ଭାବନା ରହିଛି । ଶୁଭ ସମ୍ବାଦ ପାଇ ମନ ଖୁସି ହୋଇପାରେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ମକର -ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ ହୋଇପାରନ୍ତି । ଶତୃମାନେ ପରାଜିତ ହୋଇପାରିବେ । ପରିବାରରେ ଶାନ୍ତି ପାଇପାରିବେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଧଳାରଙ୍ଗର ବ୍ୟବହାର କରନ୍ତୁ

 

କୁମ୍ଭ -ବ୍ୟବସାୟରେ ଲାଭବାନ ହୋଇପାରିବେ । ବନ୍ଧୁଙ୍କ ସହଯୋଗ ପାଇପାରିବେ । ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ନୀଳରଙ୍ଗର ବ୍ୟବହାର କରନ୍ତୁ

 

ମୀନ -ବ୍ୟବସାୟରେ ବାଧାବିଘ୍ନ ଦେଖାଦେଇପାରେ । ବାଦ ବିବାଦରେ ପଡି ହଇରାଣ ହୋଇପାରନ୍ତି । ମହିଳାମାନେ ଚିନ୍ତିତ ରହିପାରନ୍ତି ।

ପ୍ରତିକାର- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ ଏବଂ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ୨୧ଥର ଜପ କରିନିଅନ୍ତୁ