• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ମହିଳାଙ୍କୁ ଗଣଦୁଷ୍କର୍ମ: ୪ ଗିରଫ

  • ତଦନ୍ତ ଚଳାଇଛି ପୋଲିସ୍‌

ପୁରୀ : ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଜଣେ ବିବାହିତାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ନଦୀକୁ ଯାଇଥିବା ବେଳେ ଉଠାଇନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର ରାତିରେ ଘଟିଛି ଏହି ନିନ୍ଦନୀୟ ଘଟଣା । ୪ ଜଣ ବ୍ୟକ୍ତି ସଂପୃକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ନିମାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ନିମାପଡ଼ା ପୋଲିସ ଏହି ଘଟଣାର ୪ ଜଣଙ୍କୁ ଗିରଫ କରି ଛାନଭିନ୍ ଜାରି ରଖିଛି।