• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

g
ଛାତ୍ରୀ ହଷ୍ଟେଲ ଛାଡ଼ିବା ଘଟଣାର ଆଜି ତଦନ୍ତ କରିବେ ଉପ ଜିଲ୍ଲାପାଳ

ପାଲଲହଡ଼ା (ରବି ନାରାୟଣ ପ୍ରଧାନ) : ଅନୁଗୁଳ ଜିଲ୍ଲା ପାଲଲହଡ଼ା ନାଗିରା ପଞ୍ଚାୟତର ସିବିଡ଼ା ଶିକ୍ଷା ନିକେତନର ଛାତ୍ରୀ ହଷ୍ଟେଲ ଛାଡ଼ିବା ଘଟଣାର ଆଜି ତଦନ୍ତ କରିବେ ଉପ ଜିଲ୍ଲାପାଳ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଯାଇଛି କଣ ପାଇଁ ଓ କେଉଁ ପରିସ୍ଥିତିରେ ଛାତ୍ରୀମାନେ ହଷ୍ଟେଲ ଛାଡ଼ିଲେ, ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉପଜିଲ୍ଲାପାଳ ରିପୋର୍ଟ ଦେବେ। ଉଲ୍ଲେଖନୀୟ ଯେ, ଦୀର୍ଘଦିନରୁ ଲାଗିରହିଥିବା ଅବ୍ୟବସ୍ଥା ପାଇଁ ହଷ୍ଟେଲ୍ ଛାଡ଼ିଥିଲେ ୨୧୦ ଜଣ ଛାତ୍ରୀ । ଆବଶ୍ୟକ […]

baliyatra
ଆଜିଠୁ ଆରମ୍ଭ ବାଲିଯାତ୍ରା

କଟକ : ଆଜିଠୁ କଟକରେ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ୮ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଶହ ଶହ ସଂଖ୍ୟାରେ ବ୍ୟବସାୟୀ ନିଜର ଦୋକାନ ଖୋଲିଲେଣି। ଏଥର ପ୍ରାୟ ୧୫ଶହ ଷ୍ଟଲ ପଡ଼ିଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ୍ କରିବାର କାର୍ଯ୍ୟକ୍ରମ ରହିଛି। ବାଲିଯାତ୍ରାକୁ […]

kolav 2
କୋଲାବ ନଦୀରେ ଗୋଡ଼ ଖସି ଛାତ୍ର ନିଖୋଜ

କୋରାପୁଟ  : କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱରରେ ଅଘଟଣ । ସାଙ୍ଗଙ୍କ ସହ ମନ୍ଦିର ବୁଲି ଯାଇଥିବାବେଳେ, କୋଲାବ ନଦୀରେ ଗୋଡ଼ ଖସି ନିଖୋଜ ହୋଇଯାଇଛନ୍ତି ଜଣେ ଛାତ୍ର । ନିଖୋଜ ଛାତ୍ର ହେଲେ ବୈପାରୀଗୁଡ଼ାର ବି. ରୀତିକ ଆଚାରୀ । ସେ ବୈପାରୀଗୁଡ଼ା ଡିଗ୍ରୀ କଲେଜର ଯୁକ୍ତ ୩ର ଛାତ୍ର । ରୀତିକ ସାଙ୍ଗଙ୍କ ସହ ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଇଥିଲେ । ଦର୍ଶନ ପରେ ପାଖରେ ଥିବା କୋଲାବ ନଦୀକୁ ବୁଲିବାପାଇଁ ଯାଇଥିଲେ।  ତେବେ ଫେରିବା […]

death in dangabhasa
ଡଙ୍ଗା ଭସାଇବାବେଳେ ୨ ମୃତ

ରାୟଗଡ଼ା  : ରାୟଗଡ଼ା ଜିଲ୍ଲାରେ ଡ଼ଙ୍ଗା ଭସାଇବାବେଳେ ଅଘଟଣ । ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ,ସକାଳେ ରାୟଗଡ଼ାର ନାଗାବଳୀ ନଦୀରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଧୋଇବା ସହ ଡ଼ଙ୍ଗା ଭସାଉଥିଲେ ଜଣେ ଛାତ୍ର । ଏତିକି ବେଳେ ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ ହୋଇଛି। ଝୁଲାପୋଲ ପାଖରେ ଏହି ଅଘଟଣ ଘଟିଛି। ମୃତକ ଜଣକ ହେଲେ ୟୁଜିଏମ୍ଆଇଟିର ଛାତ୍ର ସୁମନ ବେହେରା । ଅଗ୍ନିଶମ […]

journalist attack
ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ମାଡ଼ ଅଭିଯୋଗ

କଟକ : ନିଆଳି ବ୍ଲକ କାର୍ଯ୍ୟାଳୟ ଭିତରେ ଗଣ୍ଡଗୋଳ। ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିଥିବା ଅଭିଯୋଗ । ନିଆଳି ବ୍ଲକ ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ଏଭଳି ଘଟଣା ହୋଇଥିବା ନେଇ ଥାନାରେ ଏତଲା ହୋଇଛି। ଗତକାଲି ନିଆଳି ବ୍ଲକ କାର୍ଯ୍ୟାଳୟ ପରିସରରେ ବୈଠକ ଚାଲିଥିବା ବେଳେ ୫ରୁ ୬ ଜଣ ଦୁବୃର୍ତ୍ତ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଉପସ୍ଥିତ ଥିବା ନେତା ଓ କର୍ମୀଙ୍କୁ ବି ମାଡ଼ ମାରିଥିଲେ ଦୁବୃର୍ତ୍ତ। ଘଟଣାକୁ ନେଇ ମହିଳା ସାମ୍ବାଦିକ […]

puri2
ଆଜି ସରୁଛି କାର୍ତ୍ତିକ ମାସ ; ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପୁରୀ :  ଆଜି ପୂର୍ଣ୍ଣିମାରେ ପଞ୍ଚକ ଶେଷ ହେବା ସାଙ୍ଗକୁ ସରିଯିବ ଧର୍ମ ମାସ କାର୍ତ୍ତିକ।  ଆଜି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ମହୋଦଧି ଓ ପଞ୍ଚତୀର୍ଥରେ ସ୍ନାନପୂର୍ବକ ଧର୍ମଡଙ୍ଗା ଭସାଇ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ । ହବିଷ୍ୟାଳୀଙ୍କ ବ୍ରତ ମଧ୍ୟ ଆଜିଠାରୁ ସରୁଛି । ଗତକାଲି ରତ୍ନସିଂହାସନରେ ଲକ୍ଷ୍ମୀ ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ । ଏଥିପାଇଁ ଜିଲ୍ଲା ଓ ପୁଲିସ ପ୍ରଶାସନ […]

15
ଆ...କା...ମା..ବୈରେ ପ୍ରକମ୍ପିତ ପରିବେଶ, ଡଙ୍ଗା ଭସାଇବାକୁ ଭୋର୍‌ରୁ ଲୋକଙ୍କ ଭିଡ଼

ଭୁବନେଶ୍ୱର :  ଆଜି ପବିତ୍ର କାର୍ତ୍ତିକ ମାସର ଶେଷ ତିଥୀ ବା ପୂର୍ଣ୍ଣିମା । ପରମ୍ପରା ଅନୁସାରେ ଆଜି ଓଡ଼ିଶାରେ ପାଳନ ହେଉଛି ବୋଇତ ବନ୍ଦାଣ ଉତ୍ସବ । ବଢ଼ି ଭୋରରୁ ରାଜ୍ୟର ବିଭିନ୍ନ ପୁଷ୍କରିଣୀ, ମହୋଦଧୀ ଏବଂ ଜଳାଶୟରେ ଡଙ୍ଗା ଭସାଉଛନ୍ତି ଲୋକେ । ଆ…କା…ମା..ବୈ, ପାନ ଗୁଆ ଥୋଇ, ଗୀତରେ ଫାଟି ପଡୁଛି ବିଭିନ୍ନ ଜଳାଶୟ।  କଟକ ମହାନଦୀ, କାଠଯୋଡ଼ି ନଦୀରେ ଆଜି ସକାଳୁ ହିଁ ଲୋକଙ୍କ ପ୍ରବଳ ଭିଡ଼ ଜମିଛି ।  ଭଳି […]

maharasthra
ମହାରାଷ୍ଟ୍ର ରାଜନୀତିରେ ଏକାସାଥୀରେ ଅନେକ ମୋଡ଼

ମୁମ୍ବାଇ: ସୋମବାର ମହାରାଷ୍ଟ୍ର ରାଜନୀତିରେ ଏକାସାଥୀରେ ଅନେକ ମୋଡ଼ ଆସିଛି। ସଂଖ୍ୟା ଅଭାବରୁ ବିଜେପି ସରକାର ଗଠନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶିବସେନାକୁ ନିମନ୍ତ୍ରଣ କରିଥିଲେ। ତେବେ ଦ୍ୱିତୀୟ ବୃହତ ଦଳ ଶିବସେନା ଏଥିପାଇଁ ୩ ଦିନ ମାଗିବାରୁ ରାଜ୍ୟପାଳ ଏଥିରେ ଅମଙ୍ଗ ହେବା ସହ ସରକାର ଗଠନର ବଲ୍ ଏନ୍‌ସିପି କୋର୍ଟକୁ ଠେଲି ଦେଇଛନ୍ତି। ଏନ୍‌ସିପିର ଅଜିତ ପାୱାର ରାଜ୍ୟପାଳଙ୍କୁ ଭେଟିବା ପରେ ରାଜ୍ୟପାଳ ସରକାର ଗଠନ ପାଇଁ […]

station
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର : ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଏହାକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀ ଭିଡକୁ ଦେଖି ପୂର୍ବତଟ ରେଲ୍‌ୱେ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟ୍ରେନ୍‌ ଚାଣିବ। ଗୋଟିଏ ଟ୍ରେନ୍‌ ପୁରୀଠାରୁ ପଲାସା ମଧ୍ୟରେ ଚାଲିବ। ଏହି ଟ୍ରେନ୍‌ କାଲି ଅପରାହ୍ନ ୨ଟାରେ ପୁରୀରୁ ଛାଡ଼ି ପଲାସା […]

liandara
୧୯ ବର୍ଷ ପରେ ଟପ୍‌ ୧୦୦ରୁ ବାଦ୍‌ ପଡ଼ିଲେ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ : ଭାରତ ତଥା ବିଶ୍ୱର ଭେଟରାନ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ବିଶ୍ୱର ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ପେସ୍‌ ଏବେ ୧୦୧ ତମ ସ୍ଥାନକୁ ଖସି ଯାଇଛନ୍ତି। ଦୀର୍ଘ ୧୯ ବର୍ଷ ପରେ ପେସ୍‌ଙ୍କ ସହ ଏମିତି ଘଟିଛି। ପୂର୍ବରୁ ଏଟିପି ତାଲିକାରେ ୯୬ତମ ସ୍ଥାନରେ ଥିବା ପେସ୍‌କୁ ୫ଟି ସ୍ଥାନ ହରାଇବାକୁ ପଡ଼ିଛି। ଅନ୍ୟପକ୍ଷରେ ୮୫୬ ପଏଣ୍ଟ ସହ ପେସ୍‌ ଭାରତର […]

cri
ପୁଣି ଶେଫାଳୀ ଚମକ, ୧୦ ୱିକେଟରେ ଜିତିଲା ଭାରତୀୟ ମହିଳା ଟିମ୍‌

ଆଣ୍ଟିଗୁଆ: ପ୍ରଥମ ଟି-୨୦ ଭଳି ୱେଷ୍ଟଇଣ୍ଡିଜ୍‌ ମହିଳା ଦଳ ବିପକ୍ଷ ଦ୍ୱିତୀୟ ଟି-୨୦ରେ ମଧ୍ୟ ୧୫ ବର୍ଷୀୟ ଶେଫାଳୀ ବର୍ମାଙ୍କ ବ୍ୟାଟରୁ ଜବରଦସ୍ତ ରନ୍‌ ବର୍ଷା ହୋଇଛି। ଶେଫାଳୀଙ୍କ ଆଉ ଏକ ଅପରାଜିତ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ମହିଳା ଦଳ ୱେଷ୍ଟଇଣ୍ଡିଜକୁ ହରାଇ ୫ଟିକିଆ ଟି-୨୦ ସିରିଜ୍‌ରେ ଏବେ ୨-୦ରେ ଆଗୁଆ ହୋଇଯାଇଛି। ଶେଫାଳୀ ବ୍ୟାଟରେ କମାଲ କରିଥିବା ବେଳେ ବୋଲିଂରେ ଦୀପ୍ତି ଶର୍ମା ନିଜର ଜଲୱା ଦେଖାଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ […]

bali yatra
କାଲିଠୁ ଐତିହାସିକ କଟକ ବାଲିଯାତ୍ରା

କଟକ : ଆସନ୍ତାକାଲି ଠାରୁ କଟକରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ୮ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ପାଇଁ ପୁରା ପ୍ରସ୍ତୁତ ବାଲିଯାତ୍ରା ପଡିଆ । ରାଜ୍ୟ ଓ ରାଜ୍ୟ ବାହାରର ବ୍ୟବସାୟୀମାନେ ଡେରା ପକାଇଲେଣି ମେଳା ପଡିଆରେ । ସେପଟେ ବାଲିଯାତ୍ରା ରାଜ୍ୟ ମେଳାର ମାନ୍ୟତା ପାଇବା ପରେ ପ୍ରଶାସନ ମଧ୍ୟ ସରସ ସୁନ୍ଦର କରିବା ପାଇଁ ପୁରା ଲାଗି ପଡିଛି। ପ୍ରସ୍ତୁତ ହେଉଛି ମହାନଦୀ ପଠା ମେଳା […]

Paralakhemundi ACF Death
ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ବୋହୂ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୌମ୍ୟଙ୍କ ବାପା, ମା’

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି।

cm
ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା। ସମୀକ୍ଷା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ଏହା ପରେ ଲୋକସେବା ଭବନରେ ପ୍ରଭାବିତ ଅଞ୍ଚଳ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସହ […]

suraj--
ମୃତ୍ୟୁ ପରେ ଅଙ୍ଗଦାନ କରିଥିବା ସୁରଜଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁରଟରେ ମୃତ୍ୟୁ ପରେ ଓଡ଼ିଆ ପୁଅ ଅଙ୍ଗଦାନ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ସୁରଜଙ୍କ ପରିବାରଙ୍କୁ ଭେଟିଛନ୍ତି। ଏହାସହ ସୁରଜଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ ଜମି ଓ ଘର ଯୋଗାଇ ଦେବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି. ଗତ  ଅକ୍ଟୋବର ୨୯ ତାରିଖରେ ଗଂଜାମ ଜିଲ୍ଲା ଭଞ୍ଜନଗର ଲାଲସିଙ୍ଗି ଗ୍ରାମର ସୁରଜ ବେହେରା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ। ଏହାପରେ ଚିକିତ୍ସା ଅବସ୍ଥାରେ ସେ ୨ ତାରିଖରେ ପ୍ରାଣ […]

sambalpur girl
ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡିଆ ଝିଅ

ସମ୍ୱଲପୁର : ‘ମିସ୍‌ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ୍‌ ପ୍ରତିଯୋଗିତାରେ ଜଣେ ଓଡ଼ିଆ ଝିଅ।  ଇଣ୍ଡୋନେସିଆର୍ ଜାକର୍ତ୍ତାରେ ହେଉଥିବାର୍ ମିସ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ଫାଇନାଲିଷ୍ଟ୍‌ ହୋଇପାରିଛନ୍ତି ପ୍ରତୀକ୍ଷା ମିଶ୍ର। ଭିନ୍ନ ଭିନ୍ନ ରାଉଣ୍ଡରେ ଜିତି ଟପ୍ ୨୫ରେ ନିଜର ସ୍ଥାନ ପକ୍କା କରିସାରିଛନ୍ତି ପ୍ରତୀକ୍ଷା। ଇଣ୍ଡିଆନ୍‌ ଫ୍ୟାସନ୍‌ ଫିଏଷ୍ଟା ପକ୍ଷରୁ ଆୟୋଜିତ ହେଉଛି ଏହି ପ୍ରତିଯୋଗିତା। ଏବେ ସେ ଜାକର୍ତ୍ତା ଯାତ୍ରା କରୁଛନ୍ତି। ପ୍ରତୀକ୍ଷାଙ୍କ ଘର ସମ୍ବଲପୁରରେ। +୨ ସାରି କୃଷି ବିଜ୍ଞାନୀ ହେବା ଲକ୍ଷ୍ୟ ରଖିଥିବା ପ୍ରତୀକ୍ଷାଙ୍କର ଫ୍ୟାସନ୍ […]

siv sena
ଶିବସେନାକୁ କଂଗ୍ରେସର ବାହ୍ୟ ସମର୍ଥନ

ମୁମ୍ୱାଇ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣାର ୧୮ ଦିନ ପରେ ସରକାର ଗଢ଼ିବା ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ରାଜନୀତିରେ ଦୁଇ ଦଳ ପରସ୍ପରର ନୀତି ଆଦର୍ଶରେ ବିରୋଧ ବୋଲି ବିଚାର କରାଯାଉଥିବା ଶିବସେନା ଓ କଂଗ୍ରେସ ଶେଷରେ କୋଳାକୋଳି ହୋଇଛନ୍ତି। ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ହେବ ବୋଲି ସ୍ଥିର ହୋଇଛି। ଏନସିପି ସହ ଶିବସେନା ମେଣ୍ଟ କରି ଏଠାରେ ସରକାର ଗଢ଼ିବ ଏବଂ ବାହାରୁ କଂଗ୍ରେସ ସମର୍ଥନ କରିବ ବୋଲି କହିଛି। ମୁଖ୍ୟମନ୍ତ୍ରୀ ପଦବୀ […]