• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

bus falls off flyover
ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍‌; ଏକାଧିକ ଆହତ...

ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଏନ୍ ଏଚ୍ -୧୬ର ବାରବାଟୀ ଛକ ପାଖରେ ବସ୍ ଖସିଥିବା ବେଳେ ଦୁର୍ଘଟଣାରେ ୪୦ ଆହତ ହୋଇଛନ୍ତି ।

Salman Khan
ଆମେରିକାରେ ପ୍ଲାନିଂ... ମୁମ୍ବାଇରେ ଫାଇରିଂ...ଜାଣନ୍ତୁ କାହିଁକି ସଲମାନଙ୍କ ଉପରେ ଖପ୍ପା ବିଷ୍ଣୋଇ ଗ୍ୟାଙ୍ଗ?

ଅନୁମାନ କରାଯାଉଛି ସଲମାନ ଖାନଙ୍କ ଘର ଉପରକୁ ଆକ୍ରମଣ ପଛରେ ରହିଛି ଦୁଇଟି ବଡ଼ କାରଣ ।

Congress
ପୁରୁଖାଙ୍କ ଉପରେ ଅଧିକ ଭରସା କଲା କଂଗ୍ରେସ

ନୂଆ ଚେହେରା ବଦଳରେ ପୁରୁଖାଙ୍କ ଉପରେ କରିଛି ଭରସା। ୨୦୧୪ରେ ଶ୍ରୀକାନ୍ତ ଜେନା ବାଲେଶ୍ୱରରୁ ହାରିବାପରେ ଦଳର ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨୦୧୯ରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ନିକଟରେ ସେ ପୁଣି ଥରେ ହାତ ଧରିବା ପରେ ତାଙ୍କୁ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ।

 Pruthvi Ballav Patnaik
ବାପାଙ୍କ ଗଡ଼ରେ ପୁଅକୁ ଟିକେଟ୍; ବାଜି ମାରିବେ ନା ଖେଳ ଓଲଟାଇବେ ?

ବେଗୁନିଆ-ବୋଲଗଡ଼ରେ ଜାନକୀଙ୍କ ପୁଅ ପୃଥ୍ବୀବଲ୍ଳଭ କଂଗ୍ରେସ ଯୋଦ୍ଧା । ଟିକେଟ୍ ପାଉ ପାଉ ପରୋକ୍ଷରେ ପ୍ରତିପକ୍ଷଙ୍କୁ ପୃଥ୍ବୀବଲ୍ଳଭଙ୍କ ନିଶାନା  । ବାପାଙ୍କ ସମୟରେ ଲୋକଙ୍କ ପାଇଁ ଦୁଆର ଖୋଲାଥିଲା  କହିଲେ ପୃଥ୍ବୀବଲ୍ଳଭ ।

Arvind Kejriwal
କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ରାଉଜ୍‌ ଆଭିନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲ ନ୍ୟାୟିକ ହେପାଜତର ଅବଧିକୁ ଏପ୍ରିଲ୍‌ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

Narendra Modi - Rahul Gandhi
ପ୍ରଚାରରେ କମ୍ପୁଛି ଦକ୍ଷିଣ ଭାରତ ! ପ୍ରଚାର ପାଇଁ ମଇଦାନରେ ରାହୁଲ-ମୋଦି

ମୋଦି ଓ ରାହୁଲଙ୍କ ପ୍ରଚାରକୁ ନେଇ ମଇଦାନ ବେଶ୍ଚ ସରଗରମ। ଆସନ୍ତା ୨୬ ତାରିଖ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ କେରଳର ସମସ୍ତ ୨୦ ଆସନ ପାଇଁ ହେବ ଭୋଟ୍।

Salman Khan
କିଏ ଏହି ସୁଟର୍‌ କାଳୁ ? ଯିଏ ସଲମାନଙ୍କ ଘରକୁ ମାରିଥିଲା ଗୁଳି...

ବିଶାଲଙ୍କ ଅପରାଧିକ ଇତିହାସ ୨୦୨୦ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ତାଙ୍କୁ ପ୍ରଥମ ଥର ମୋଟର ସାଇକେଲ ଚୋରି ମାମଲାରେ ଗିରଫ କରାଯାଇଥିଲା।

Poet
ଶକ୍ତି ମହାନ୍ତି ଓ ହେମନ୍ତ ଦଳପତି ପାଇବେ କବି ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର-୨୦୨୪

କବିତା ସର୍ଜନା କ୍ଷେତ୍ରରେ ଉଭୟେ ସକ୍ରିୟ ଥିବା ବେଳେ ଶକ୍ତି ସାମାଜିକ ପ୍ରତିବଦ୍ଧତା ସାଙ୍ଗକୁ ସମ୍ପର୍କ ଓ ସମାଜର ସହାବସ୍ଥାନକୁ ନେଇ କବିତା ଲେଖୁଥିବା ବେଳେ ହେମନ୍ତ ବଞ୍ଚିତ ମଣିଷର ଆର୍ତ୍ତ ଓ ଅସହାୟତାକୁ ନେଇ କବିତା ଲେଖି ନୂଆ କାବ୍ୟ ପରମ୍ପରା ସୃଷ୍ଟି କରିଛନ୍ତି। ଉଭୟେ ଏକାଧିକ କବିତା ସଂକଳନର ସ୍ରଷ୍ଟା। 

Sura Routray
୬ ବର୍ଷ ପାଇଁ କଂଗ୍ରେସରୁ ବିଦା ହେଲେ ସୁର ରାଉତରାୟ

ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Narendra Modi
୨୦୨୪ ନିର୍ବାଚନ ପୂର୍ବରୁ ଦେଶ ପାଇଁ ମୋଦିଙ୍କ ବଡ଼ ପ୍ଲାନ୍.. କ’ଣ କହୁଛନ୍ତି ଶୁଣନ୍ତୁ...

‘ନିର୍ବାଚନ ପରେ ପ୍ରଥମ ୧୦୦ ଦିନ ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି । ବିଭିନ୍ନ ବିଭାଗର ଦକ୍ଷ ଅଫିସରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।

No Electricity
ଏବେ ବି ଡିବିରି ଆଲୁଅରେ କଟୁଛି ଦିନ, ବିଜୁଳି ସାତ ସପନ

୨୦୧୫ ମସିହାରୁ ଦୀର୍ଘ ବର୍ଷ ହେଲା ବିଜୁଳି ବିଭାଗକୁ ବହୁବାର ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ଶୁଣୁଛନ୍ତି ନାଁ ବିଜୁଳି ବିଭାଗ ଶୁଣୁଛନ୍ତି ।

Crypto Currency
ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ମିଟିଂ... ହ୍ୱାଟ୍ସଆପ୍‌ରେ ଚାଟିଂ ତାପରେ ଫିକ୍ସିଂ !

୨ କାର୍ପଟଦାରଙ୍କୁ ଏହି ଘଟଣାରେ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା।

Property Case
କଅଁଳ କଥା କହି ସବୁ ଧନ ସମ୍ପତ୍ତି ହାତେଇ ନେଲା ବଡ଼ ପୁଅ, ଏବେ ମା କରୁଛି ଗୁହାରୀ

ଆଉ କେତେ ବା ସାନ ପୁଅମାନଙ୍କ ଗଞ୍ଜଣା ସହିଥାନ୍ତା ବିଚରା ମାଆଟି । ଆଉ ସେଇଥି ପାଇଁ ପୁଅର ସ୍କୁଲରେ ପହଞ୍ଚିଛି ମାଆ । ଆମେ କହୁଛୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ଅଞ୍ଚଳର ଏକ ଘଟଣା । ବଡ଼ ପୁଅ ନାଁରେ ଏପରି ଅଭିଯୋଗ ଆଣି ଭାଙ୍ଗି ପଡ଼ିଛନ୍ତି ମାଆ ସେବତୀ ନାୟକ ।

Heritage Destruction
ଶ୍ରୀହିନ ହେଉଛି ଶିଳ୍ପ ନଗରୀ ଚୌଦ୍ୱାର; ଖତ ଖାଉଛି ଐତିହସ୍ଥଳୀ

ଚୌଦ୍ୱାରର ବିରାଟ ଗାଦି ବହୁ ପୁରାତନ ଐତିହ୍ୟ ବହନ କରେ। ଏଠି ଅନେକ ଐତିହ୍ୟ ଲୁକାୟତ ଭାବେ ରହିଥିବା ସ୍ଥାନୀୟ ଲୋକେ କୁହନ୍ତି। ଚୌଦ୍ୱାର ଅଞ୍ଚଳର ୯ଟି ମୌଜକୁ ଏଏସ୍ଆଇ ନିଜ ହାତକୁ ନେଇଛି।

Rudraksh
କୋଟିଏ ରୁଦ୍ରାକ୍ଷରେ ହନୁମାନ, ପୂଜା ପାଉଛି ନଅ ଶହ କୋଟି ନାମ ପତ୍ରିକା

ଆଶ୍ରମ ପ୍ରତିଷ୍ଠାତା ଆତ୍ମାରାମ ମହାରାଜଙ୍କ ଉଦ୍ଦେଶ୍ୟ ରହିଛି ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଭାବ ଧାରାର ପ୍ରସାର । ଯାହା ସମସ୍ତଙ୍କୁ ଭକ୍ତି ମାର୍ଗରେ ବାନ୍ଧି ରଖିଛି ।

Rahul Gandhi
ପ୍ରଚାର କରିବାକୁ ଯାଉଥିଲେ ରାହୁଲ, ହେଲିକପ୍ଟର ଯାଞ୍ଚ କଲେ ଫ୍ଲାଇଂ ସ୍କ୍ୱାଡ୍

ନିର୍ବାଚନ ପ୍ରଚାର ପାଇଁ ତାମିଲନାଡୁରୁ କେରଳ ୱାଏନାଡ ଯିବା ବେଳେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ ।

Revolt in Keonjhar Congress
ଲୋକସଭା ପ୍ରାର୍ଥୀକୁ ନେଇ କେନ୍ଦୁଝର କଂଗ୍ରେସରେ ବିଦ୍ରୋହ, ଇସ୍ତଫା ଦେଲେ ଜିଲ୍ଲା ସଭାପତି

କେନ୍ଦୁଝର ଜିଲ୍ଲା କଂଗ୍ରେସକୁ ପିସିସି ସମ୍ପୂର୍ଣ୍ଣ ଅଣଦେଖା ଏବଂ ଅବହେଳା କରିଥିବା ଅଭିଯୋଗ କରି ସେମାନେ ପଦ ଛାଡିଥିବା ଇସ୍ତଫା ପତ୍ର ଉଲ୍ଲେଖ କରିଛନ୍ତି।

Election Commission
ଜୋରଦାର ହେଉଛି ରେଡ୍‌ ! ଏଥର ରେକର୍ଡ ପରିମାଣର ଟଙ୍କା ଜବତ

ଜବତ ହୋଇଥିବା ୪୬୫୦ କୋଟି ମଧ୍ୟରେ ୩୯୫.୯୫ କୋଟିର ନଗଦ ଟଙ୍କା, ୪୮୯.୩୧ କୋଟିର ମଦ, ୨୦୬୮.୫୮ କୋଟିର ଡ୍ରଗ୍ସ, ୫୬୨.୧୦ କୋଟିର ସୁନା ଓ ୧୧୪୨.୪୯ କୋଟିର ଅନ୍ୟାନ୍ୟ ସାମଗ୍ରୀ ଥିବା ସୂଚନା ମିଳିଛି।

Prabhas Singh
ବଢ଼ୁଛି ବିଜେପି ବଳ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରଭାସ ସିଂ

ଏପ୍ରିଲ୍‌ ୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଥିଲେ ।

Heavy Rainfall Alert
ଏଥର ମୌସୁମୀରେ ସ୍ୱାଭାବିକଠାରୁ ଅଧିକ ବର୍ଷା !

ଜୁନରୁ ସେପ୍ଟେମ୍ବର ଯାଏଁ ୧୦୬ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି।

Kidnap
ଦେହ ବେପାର ପାଇଁ କରୁଥିଲେ ବାଧ୍ୟ, ମାଆକୁ ବଞ୍ଚାଇବାକୁ ଝିଅ କଲା ଏମିତି କାଣ୍ଡ...

ଅପହରଣର ଶିକାର ହୋଇଥିବା ୪ ବର୍ଷର ଶିଶୁର ପିତା ନାବାଳିକାଙ୍କ ପରିବାର ଲୋକଙ୍କୁ ଏକ ବସ୍ତ୍ର କାରଖାନାରେ ଚାକିରି ଦେବା ନାଁରେ ଡୋମ୍ବିଭଲି ଆଣିବା ପରେ ତାଙ୍କୁ ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ ।

Donate ₹ 200 Crore Wealth To Become Monks
ସାଂସାରିକ ଜୀବନକୁ କରିଦେଲେ ତୁଚ୍ଛ; ୨୦୦ କୋଟିର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେଲେ ଦମ୍ପତି

ଭବେଶଙ୍କର ୧୬ ବର୍ଷୀୟ ପୁଅ ଓ ୧୯ ବର୍ଷୀୟା ଝିଅ ୨୦୨୨ରେ ଜୈନ ଦୀକ୍ଷା ନେବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ ସେମାନଙ୍କ ପିଲାମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏସବୁ ତ୍ୟାଗ କରିବା ପାଇଁ ନିଷ୍ପତ୍ତି ନେଇଥିବା ସ୍ଥାନୀୟ ଲୋକ କହିଛନ୍ତି।

Mahendra Singh Dhoni
ମାହିଙ୍କ ଷ୍ଟାଇଲ୍‌; ହାର୍ଦ୍ଦିକଙ୍କୁ ଧୋଇଲେ, କୁନି ଝିଅକୁ ଭେଟି ଦେଲେ..ଭିଡିଓ ଭାଇରାଲ

ପୁଣି ଧୋନି..ଧୋନି..ଧ୍ୱନିରେ କମ୍ପିବ ଷ୍ଟାଡିୟମ। ଶେଷ ଚାରି ବଲରେ ରୋମାଞ୍ଚ ଭରିଥିଲେ ମହେନ୍ଦ୍ର ସିଂହ ଧୋନି।

T-20 World Cup
ଟି-୨୦ ବିଶ୍ୱକପ୍‌: ଖୁବଶୀଘ୍ର ହେବ ଟିମ୍‌ ଘୋଷଣା, ଏହି ୧୫ ଖେଳାଳିଙ୍କୁ ମିଳିପାରେ ସୁଯୋଗ...

ଆଇସିସି ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି।

Jyoti Panigrahi
ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜ୍ୟୋତି ପାଣିଗ୍ରାହୀ

ଗତ ୧୧ ତାରିଖରେ ସେ ବିଜେଡି ଛାଡ଼ିଥିଲେ। ଜ୍ୟୋତି ପାଣିଗ୍ରାହୀ ହେଉଛନ୍ତି ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା।