• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gold price today
Gold Price Today 27th March 2024: କଣ ରହିଛି ଆଜିର ସୁନାର ଦର, କିଣିବା ପୂର୍ବରୁ ଜାଣି ନିଅନ୍ତୁ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୯୩୦ ଟଙ୍କା ହୋଇଛି।

Train fire
ହୋଲି ସ୍ପୋଶାଲ୍ ଟ୍ରେନରେ ଲାଗିଲା ନିଆଁ; ଜୀବନ ବିକଳରେ ଡେଇଁପଡିଲେ ଯାତ୍ରୀ...ଦେଖନ୍ତୁ ଭିଡିଓ

ସୂଚନା ପାଇବା ମାତ୍ରେ ସେଠାରେ ଅଧିକାରୀଙ୍କ ଏକ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ କିଚି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି।

Naxals
ଯବାନଙ୍କ ଗୁଳିରେ ଟଳିଲେ ୬ ନକ୍ସଲ, ଛତିଶଗଡ଼ ବିଜାପୁର ଜଙ୍ଗଲରେ ଏନକାଉଣ୍ଟର

ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ । ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।

Drunk Teacher
ମଦ ପିଇ ଆସିଲେ ଶିକ୍ଷକ, ଚପଲ ଫୋପାଡ଼ି ବିଦା କରିଦେଲେ ଛାତ୍ର; ଦେଖନ୍ତୁ ଭିଡିଓ

ମଦ ପାଇଁ ହଟହଟା ହୋଇଛନ୍ତି ଜଣେ ଶିକ୍ଷକ । ସ୍କୁଲକୁ ମଦ ପିଇ ଆସିବାରୁ ଘଉଡ଼ାଇ ଦେଇଛନ୍ତି ପିଲା । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

PM Modi speaks to Rekha Patra
ସନ୍ଦେଶଖାଲି ପୀଡିତଙ୍କ ସହ କଥା ହେଲେ ମୋଦି; ରେଖା ଏବେ ବଶିରହାଟର ବିଜେପି ଲୋକସଭା ପ୍ରାର୍ଥୀ...

ରେଖା ପାତ୍ରଙ୍କ ସହ କଥା ହେଲେ ମୋଦି । ପଶ୍ଚିମବଙ୍ଗ ବଶିରହାଟର ବିଜେପି ଲୋକସଭା ପ୍ରାର୍ଥୀ ରେଖା । ସନ୍ଦେଶଖାଲି ଘଟଣାର ପୀଡିତ ରେଖା ପାତ୍ର  । 

Arvind Kejriwal
କେଜ୍ରିୱାଲଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ବିଜେପିର ଜୋରଦାର ବିକ୍ଷୋଭ, ପାଣି ମାଡ଼ କଲା ପୋଲିସ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି । ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ।

Gopalpu Port
ଗୋପାଳପୁର ବନ୍ଦରକୁ ହାତକୁ ନେଲା ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀ

୩୦୮୦ କୋଟିରେ ଗୋପାଳପୁର ପୋର୍ଟ ଲିମିଟେଡ୍ (GPL) ସହ ଚୁକ୍ତି ।

Crime
ସୈତାନର ନାରକୀୟ କାଣ୍ତ, ଟଙ୍କା ପାଇଁ ୯ବର୍ଷର ବାଳକକୁ କଲା ହତ୍ୟା!

୯ ବର୍ଷର ବାଳକକୁ ଅପହରଣ । ପ୍ରାର୍ଥନା ପାଇଁ ମସଜିଦକୁ ଯିବା ବେଳେ ଅପହରଣ କରିନେଲା ସ୍ଥାନୀୟ ଟେଲର୍ । ସନ୍ଧ୍ୟା ପ୍ରାର୍ଥନା ଶେଷ ପରେ ବାହାରକୁ ଆସିବା ପରେ ଅପହରଣ କରି ନେଲା । ପରେ ମୁଣ୍ତ ଜାମିନ ପାଇଁ ଦାବି କରିଥିବା ୨୩ ଲକ୍ଷ ଟଙ୍କା ନମିଳିବାକୁ କଲା ହତ୍ୟା ।

Mumbai
ଏସିଆର ବିଲିୟନେୟାର କ୍ୟାପିଟାଲ ମାନ୍ୟତା ପାଇଲା ମୁମ୍ବାଇ, କଟିଲା ବେଜିଂ

ସମ୍ପତ୍ତି ତାଲିକାରେ ଚୀନ୍‌ର ରାଜଧାନୀ ବେଜିଂକୁ ଟପିଲା ମୁମ୍ବାଇ । ଏସିଆର ନୂଆ ବିଲିୟନେୟାର ରାଜଧାନୀ ଭାବରେ ଉଭା ହୋଇଛି ମୁମ୍ବାଇ । ଭାରତର ଅର୍ଥନୈତିକ ମେରୁଦଣ୍ତ ମୁମ୍ବାଇରେ ବର୍ତ୍ତମାନ ୯୨ ଜଣ ବିଲିୟନେୟାର ରହିଛନ୍ତି ।

Kangna Ranaut
କଂଗ୍ରେସ ମୁଖପାତ୍ର ସୁପ୍ରିୟାଙ୍କ ଆପତ୍ତିଜନକ ଟିପ୍ପଣୀକୁ କଲେ କାଉଣ୍ଟର

କଂଗନାଙ୍କ ସପକ୍ଷରେ ବାହାରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ସେ କଂଗନାଙ୍କୁ ଉମେନ ଅଫ ଷ୍ଟିଲ୍ କହିବା ସହ ବିଜୟୀ ଭବ ବୋଲି ଲେଖିଛନ୍ତି ।

Bharat Naraha
ପତ୍ନୀଙ୍କୁ ଟିକେଟ ମିଳିଲାନି, କଂଗ୍ରେସ ଛାଡ଼ିଲେ ଭେଟରାନ ନେତା ଭାରତ ନରହା

୨୦୧୨ରେ କେନ୍ଦ୍ରରେ ଉପା ସରାକାର ଥିବା ବେଳେ ଆଦିବାସୀ ଓ ଜନଜାତି ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।

Daily wages
ବିଢ଼ବ ଦିନ ମଜୁରିଆଙ୍କ ପାରିଶ୍ରମିକ, ଏଣିକି ନ୍ୟୁନତମ ବେତନ ନୁହେଁ ଜୀବନଯାପନ ବେତନ

ରାଷ୍ଟ୍ରୀୟ ବେତନ ସ୍ତର ସବୁ ରାଜ୍ୟରେ ଲାଗୁ କରିବା ବାଧ୍ୟତାମୂଳକ ହୋଇନାହିଁ, ତେଣୁ କିଛି ରାଜ୍ୟରେ ଦିନକୁ ୧୭୬ ଟଙ୍କାରୁ ବି କମ୍‌ ମଜୁରୀ ଦିଆଯାଉଛି ।

Fake Notes Seized
ଜେଲ୍‌ରୁ ଶିଖିଲେ ପ୍ରିଣ୍ଟିଂ କୌଶଳ; ଖଲାସ ପରେ ଛାପିଲେ ଜାଲି ନୋଟ୍‌

ଜେଲ୍‌ ଯାଇଥିଲେ ଭଲ ମଣିଷ ହେବେ ବୋଲି। ମିଳିଥିଲା ଧନ୍ଦାମୂଳକ ପ୍ରଶିକ୍ଷଣ। ହେଲେ ତାହାକୁ ଭୁଲ ବାଟରେ ଲଗାଇ ଏବେ ପୁଣି ଜେଲ୍‌ ଗଲେ।

 Water Crisis
କଠୋର ହେଲେ ସରକାର; ପାଣି ନଷ୍ଟ କରି ୨୨ଟି ପରିବାର ଦେଲେ ୫୦୦୦ ଫାଇନ୍‌...

ଜଳ ନଷ୍ଟ କରି ଗଣିଲେ ଟଙ୍କା । ୧୦୦ କି ୨୦୦ ଟଙ୍କା ନୁହେଁ ୨୨ଟି ପରିବାର ଦେଇଛନ୍ତି ଘର ପିଛା ୫୦୦୦ ଟଙ୍କା । 

LIC Kanyadan Policy
LICର ବମ୍ପର ସ୍କିମ୍‌: ଝିଅ ବିବାହର ଚିନ୍ତା ଗଲା; ଜମା କରନ୍ତୁ ୧୨୧ ଟଙ୍କା, ମିଳିବ ୨୭ ଲକ୍ଷ !

LIC Kanyadan Policy: LICର ଖାସ୍ ପଲିସିରେ ପ୍ରତିଦିନ ଆପଣ ଯଦି ୧୨୧ ଟଙ୍କା ଜମା କରନ୍ତି, ତେବେ ୨୫ ବର୍ଷରେ ଆପଣ ୨୭ ଲକ୍ଷ ଟଙ୍କା ପାଇ ପାରିବେ। ଏହି ପଲିସିର ନାଁ କନ୍ୟାଦାନ ଯୋଜନା ରଖାଯାଇଛି ।

alcohol
ଡାକ୍ତରଙ୍କ ପାଟିରୁ ବାହାରୁଥିଲା ଭଣଭଣ ମଦ ଗନ୍ଧ; ଉଠାଇନେଲା ପୋଲିସ୍

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚିତ କରାଯାଇଛି।ସ୍ୱାସ୍ଥ୍ୟ ବିଭାଗ ଉପନିର୍ଦ୍ଦେଶକ ଡା କଞ୍ଚନ ୱାନେରେ କହିଛନ୍ତି ଯେ ଚିକିତ୍ସା ସେବା ସହକାରୀ ନିର୍ଦ୍ଦେଶକ ଡାକ୍ତର ପ୍ରମୋଦ ଗାଭାଇଙ୍କ ଅଧୀନରେ ତଦନ୍ତ ଆରମ୍ଭ ହୋଇଛି।

MP hospitalised consuming pesticide
ଲୋକସଭା ଆସନ ପାଇଁ ମିଳିଲାନି ଟିକେଟ୍: ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସାଂସଦ

ଏ. ଗଣେଶମୂର୍ତ୍ତି ଏବେ ତାମିଲନାଡ଼ୁର ଇରୋଡ ଲୋକସଭା ଆସନରୁ ଏମ୍‌ପି ଅଛନ୍ତି। ସେ MDMK ଦଳରୁ ଗତଥର ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ମାତ୍ର ଆସନ୍ତା ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ।

Mahakal Temple Ujjain
ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ; ଭସ୍ମ ଆଳତି ବେଳେ ଗର୍ଭଗୃହରେ ଲାଗିଲା ନିଆଁ, ୧୩ ଆହତ

ଭସ୍ମ ଆଳତି ବେଳେ ଅବିର ପକାଯିବାରୁ ତତ୍‌କ୍ଷଣାତ ସେଥିରୁ ନିଆଁ ବ୍ୟାପିଥିବା କୁହାଯାଉଛି। ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Defense Minister Rajnath Singh
ସୀମାରେ ଯବାନଙ୍କ ସହ ହୋଲି ଖେଳିଲେ ରାଜନାଥ ସିଂ

ସୀମାରେ ଯବାନଙ୍କ ସହ ହୋଲି ଖେଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲେହ ମିଲିଟାରୀ କ୍ୟାମ୍ପ ଯାଇ ସେଠାରେ ଯବାନଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ରଙ୍ଗ ଲଗାଇଥିଲେ। 

TB Vaccine
ଯକ୍ଷ୍ମା ମୁକ୍ତ ହେବ ଭାରତ: ବୟସ୍କଙ୍କଠାରେ MTBVAC ଟିକାର କ୍ଲିନିକାଲ୍ ପରୀକ୍ଷଣ

ବାୟୋଫାବ୍ରି ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା ଏହି ପରୀକ୍ଷଣ କରାଯାଇଛି। MTBVACର ନିରାପତ୍ତା ଏବଂ ପ୍ରତିରୋପଣର ମୂଲ୍ୟାଙ୍କନ ପାଇଁ ପରୀକ୍ଷା ଏକ ପ୍ରମୁଖ ସୁରକ୍ଷା, ପ୍ରତିରୋପଣ ଏବଂ କାର୍ଯ୍ୟକ୍ଷମତା ପରୀକ୍ଷା ସହିତ ଆରମ୍ଭ ହୋଇଛି ।

Delhi Metro
ସରିଗଲା ଲଜ୍ୟା; ଇଏ ମେଟ୍ରୋ ନା ଆଉ କ’ଣ, ଦେଖନ୍ତୁ ଭିଡିଓ ..

ଦିଲ୍ଲୀ ମେଟ୍ରୋରେ ଘଟିଥିବା ଅନେକ ଘଟଣା ତ ଆପଣମାନଙ୍କର ନଜରରେ ଆସୁଥିବ । ଦେଶରେ ଏନେଇ ଅନେକ ବିତର୍କ ମଧ୍ୟ ହେଲାଣି । ତଥାପି ଚେତିବାର ନାଁ ନେଉନାହାନ୍ତି ଯୁବପିଢ଼ି । ମଡର୍ଣ୍ଣ ହେବାର ଦ୍ୱାହି ଦେଇ ଲଜ୍ୟାକୁ ସମାଜ ସାମ୍ନାରେ ବିକ୍ରି କରାଯାଉଛି ।

Gold Price Today
Gold Price Today 24th March 2024: ନଜର ପକାନ୍ତୁ ଆଜିର ସୁନାର ଦର ଉପରେ...

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୮୨୦ ଟଙ୍କା ହୋଇଛି।

Mallikarjun Kharge
ଲୋକସଭା ନିର୍ବାଚନ: ଆଉ ୪୫ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କିଏ କେଉଁଠୁ..?

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାନ୍ତିଲାଲ ଭୂରିଆଙ୍କୁ ମଧ୍ୟପ୍ରଦେଶର ରତଲାମ ଆସନରୁ ଟିକେଟ ଦିଆଯାଇଥିବା ବେଳେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ପୁଅ ବୀରେନ୍ଦ୍ର ରାୱତଙ୍କୁ ହରିଦ୍ୱାରରୁ ଟିକେଟ ଦିଆଯାଇଛି।

Arvind Kejriwal
କେଜ୍ରିୱାଲଙ୍କୁ ପୁଣି ଝଟ୍‌କା; ତତ୍କାଳ ଶୁଣାଣିକୁ ଅଗ୍ରାହ୍ୟ କଲେ ଦିଲ୍ଲୀ ହାଇକୋର୍ଟ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । ଗିରଫଦାରି ଓ ରିମାଣ୍ଡ ଅର୍ଡରକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ତତ୍କାଳ ଶୁଣାଣିକୁ ଅଗ୍ରାହ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । 

Arvind Kejriwal
ଇଡି ପରେ କେଜ୍ରିୱାଲଙ୍କୁ ଘାଣ୍ଟିବ CBI !

ଇଡି ପରେ କେଜରିୱାଲଙ୍କୁ ଘାଣ୍ଟିପାରେ ସିବିଆଇ। ଇଡିର ରିମାଣ୍ଡ ସରିବା ପରେ ସିବିଆଇ ତାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟକୁ ଯାଇପାରେ ବୋଲି ସୂଚନା ମିଳିଛି।