ଲାଲ୍ ବାହୀନିକୁ ରୋକିବ ‘ଦନ୍ତେଶ୍ୱରୀ ଲଡ଼ାକେ’

ରାୟପୁର: ଲାଲ୍ ବାହୀନିକୁ ରୋକିବ ‘ଦନ୍ତେଶ୍ୱରୀ ଲଡ଼ାକେ’। ଏଥିପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ହେଉଛି। ୩୦ରୁ ଅଧିକ ମହିଳା ଏହି ଟିମ୍‌ରେ ଅଛନ୍ତି।  ଛତିଶଗଡ଼ର ବସ୍ତର ଏବଂ ଦାନ୍ତେଓ୍ୱାଡ଼ାର ଘଞ୍ଚ ଜଙ୍ଗଲେ ମାଓ ଅପରେସନରେ ଏହି ଟିମ୍ ସାମିଲ ହେବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଟିମ୍‌ରେ ୧୦ଜଣ ମହିଳା ମାଓ କ୍ୟାଡର ଅଛନ୍ତି। ଯେଉଁମାନେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରି ଏହି ‘ଦନ୍ତେଶ୍ୱରୀ ଲଡ଼ାକେ’ ଟିମ୍‌ରେ ସାମିଲ ହୋଇଛନ୍ତି।

ସମସ୍ତ ମହିଳା କମାଣ୍ଡୋଙ୍କୁ ମାଓ ମୁକବିଲା ନେଇ ଆବଶକୀୟ ଟ୍ରେନିଂ ଦିଆଯାଉଛି। ଏହି ଟିମ୍ ନିଜ ଲକ୍ଷ୍ୟ ସାଧନରେ ସଫଳ ହେବ ବୋଲି ବସ୍ତର ଆଇଜି  ବିବେକାନନ୍ଦ  ସିହ୍ନା କହିଛନ୍ତି। ଏଥିସହ ଏହି ମହିଳା କମାଣ୍ଡରମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like