ଲକ୍‌ଡାଉନ୍‌ ନିୟମରେ କୋହଳ; ଏବେ ସେଲୁନ୍ ଖୋଲିବ କି?

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଆଶଙ୍କା ଓ ଲକ୍‌ଡାଉନ୍‌ ଯୋଗୁଁ ସେଲୁନ୍‌କୁ ବନ୍ଦ କରାଯାଇଥିଲା। ଏଥିପାଇଁ ଏନେକ ଲୋକ ଚୁଟି କାଟିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ ୨୦ ତାରିଖ ପରେ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ନିୟମରେ କୋହଳ କରିଛନ୍ତି। ଅନେକ ଦୋକାନ ଖୋଲା କରିବାକୁ କହିଛନ୍ତି। ତେବେ ଇତିମଧ୍ୟରେ ସେଲୁନ୍‌ ଖୋଲିବାକୁ ନେଇ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର।

ଲକଡାଉନ ଭିତରେ ଚୁଟିକଟା ସେଲୁନ ଖୋଲିବ ନାହିଁ। କୌଣସି ଜାଗାରେ ସେଲୁନ ଖୋଲିବା ଲାଗି ଗୃହ ମନ୍ତ୍ରାଳୟ ଅନୁମତି ଦେଇନାହିଁ ବୋଲି ଯୁଗ୍ମ ସଚିବ ପୂଣ୍ୟ ସଲିଳା ଶ୍ରୀବାସ୍ତବ ସ୍ପଷ୍ଟ କରିଛନ୍ତି। ସେହିପରି ମଦ ଦୋକାନ କି କୌଣସି ପ୍ରକାର ରେଷ୍ଟୁରାଣ୍ଟ ବା ଖାଦ୍ୟ ପରିବେଷଣ ଦୋକାନ ଖୋଲିବ ନାହିଁ।

କେବଳ ଜିନିଷ ବିକ୍ରି ହେଉଥିବା ଦୋକାନ ଖୋଲିବା ଲାଗି ଅନୁମତି ଦିଆଯାଇଥିବା ସେ କହିଛନ୍ତି। ଏହାଛଡ଼ା ଇ-କମର୍ସ ମାଧ୍ୟମରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ଛଡ଼ା ଅନ୍ୟ କୌଣସି ପ୍ରକାର କାରବାରକୁ ଅନୁମତି ଦିଆଯାଇ ନାହିଁ ବୋଲି ଗୃହ ବିଭାଗ ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

You might also like