ସୀମାରେ ଚୀନ ସେନାର ନୂଆ ଷଡ଼ଯନ୍ତ୍ର

ଲାଦାଖ: ଚୀନର ଆଉ ଏକ ଚାଲ୍। ବିନା ଯୁଦ୍ଧାସ୍ତ୍ର, ବିନା ହତିଆରରେ ଲଢ଼ିବାକୁ ଚାହୁଁଛି ଚୀନ। ଆଉ ଏଥିପାଇଁ ଜାଣିଶୁଣି ଭାରତୀୟ ସେନାକୁ ସୀମାରେ ଉସୁକାଉଛି ଡ୍ରାଗନ୍। ସୀମାରେ ଗୁଳି ଫୁଟାଇ ବିଫଳ ହେବା ପରେ ଏବେ ନୂଆ ଷଡ଼ଯନ୍ତ୍ର।

ପାଙ୍ଗଙ୍ଗ୍ ହ୍ରଦର ଫିଙ୍ଗର-୪ ଅଞ୍ଚଳରେ ଲାଉଡ୍ ସ୍କିକର୍ ଲଗାଇ ପଞ୍ଜାବୀ ଗୀତ ଚଲାଉଛି ପିଏଲ୍ଏ ସେନା। ପିଙ୍ଗର ୪ରେ ହିଁ ଭାରତୀୟ କ୍ୟାମ୍ପ ରହିଛି। ଏହାର କିଛି ମିଟର୍ ପଛରେ ଚେନା ସେନା ବିପୁଳ ସଂଖ୍ୟାରେ ଠୁଳ ହୋଇଛି।  ତେବେ ଅଧିକ ଶବ୍ଦ ସହ ପଞ୍ଜାବି ଗୀତକୁ ଲଗାଇ ଭାରତୀୟ ସେନାକୁ ପ୍ରତିକ୍ରିୟାଶୀଳ ହେବା ପାଇଁ ଉସକାଉଛି।

ବାରମ୍ବାର ସୀମାରେ ଅନୁପ୍ରବେଶ କରି ବିଫଳ ହୋଇଛି ଚୀନ ସେନା। ଫିଙ୍ଗର-୪ ଅଞ୍ଚଳରେ ଭାରତୀୟ ସେନାକୁ ଦେଖି ବିଚଳିତ ହୋଇପଡ଼ିଛି। ଗତ ସପ୍ତାହରେ ଶହେରୁ ଦୁଇ ଶହ ରାଉଣ୍ଡ ଫାଙ୍କା ଗୁଳି ବି ଚଲାଇଛି। ସୀମାରେ ଉତ୍ତେଜନା ରୋକିବା ସହ ବିବାଦ ସମାଧାନ ନେଇ ଭାରତ ବାରମ୍ବାର ଚେଷ୍ଟା କରୁଛି। ୮ରୁ ଅଧିକ ଥର କୁଟନୈତିକ ଓ ସେନା ସ୍ତରୀୟ ଆଲୋଚନା ବି ହୋଇଛି। ତଥାପି ଶାନ୍ତି ଚାହୁଁନାହିଁ ଚୀନ ସେନା।

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like