‘ନିବୁଜ ଜାଗାରେ କରୋନା ସଂକ୍ରମଣ ଭୟ ଅଧିକ’

ନୂଆଦିଲ୍ଲୀ: କରୋନା ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନୂଆ ବୈଜ୍ଞାନିକ ତଥ୍ୟ ଘୋଷଣା କରାଯାଇଛି । କରୋନା ଭୂତାଣୁ  ନିବୁଜ ଜାଗାରେ ବାୟୁରେ ରହିପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

ତେଣୁ ବାୟୁ ମାଧ୍ୟମରେ କରୋନା ସଂକ୍ରମଣ ଆଶଙ୍କାଙ୍କୁ ଏଡାଇ ଦିଆଯାଇ ପାରିବ ନାହିଁ।  ନିବୁଜ ଅଞ୍ଚଳରେ କରୋନା ଭାଇରସ ବାୟୁ ମାଧ୍ୟମରେ ଡ୍ରପଲେଟ ସହାୟତରେ ବ୍ୟାପିବାର ଆଶଙ୍କା ରହିଛି । ବିଶେଷ କରି ରେଷ୍ଟୁରାଣ୍ଟ ଓ ଫିଟନେସ ସେଣ୍ଟରରେ ସଂକ୍ରମଣ ହୋଇପାରେ।

ଯେଉଁ ଜାଗାରେ ବାୟୁ ଚଳାଚଳ ସୁବିଧା ନଥିବ ସେଠାରେ ଅଧିକ ସମୟ ସଂକ୍ରମିତ ଲୋକଙ୍କ ସହ ରହିଲେ ସଂକ୍ରମଣ ଭୟ ଅଧିକ ରହିଛି।  କିନ୍ତୁ କେବଳ ବାୟୁ ଦ୍ୱାରା କରୋନା ସଂକ୍ରମଣ ହୋଇପାରିବ ସେ ନେଇ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ତଥ୍ୟ ହସ୍ତଗତ ହୋଇନାହିଁ ।ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗବେଷଣା ଜାରି ରହିଛି ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ୨ ମାସ ତଳେ ହୋଇଥିଲା ଲଭ୍‌ ମ୍ୟାରେଜ୍

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ବଢ଼ିଲା

ନିକିତା ତୋମାର ମର୍ଡର କେଶ୍‌କୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ

ଭୁଲ୍‌ ପାଇଁ ଟ୍ୱିଟରକୁ ଲିଖିତ ଉତ୍ତର ମାଗିଲା ସଂଯୁକ୍ତ ସଂସଦୀୟ କମିଟି

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

ନଭେମ୍ବର ୫ରେ ବାୟୁସେନାରେ ସାମିଲ ହେବ ଆଉ ୩ ରାଫେଲ

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

You might also like