କରୋନା ଲକ୍ଷଣ ଦେଖାଗଲେ ଘରେ କେଉଁ ସବୁ ନିୟମ ପାଳନ କରିବେ?

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଲାଗି ଜାରି ହେଲା ହୋମ୍ କ୍ୱାରେଣ୍ଟାଇନ୍‌ ଗାଇଡ୍ ଲାଇନ୍। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଗାଇଡଲାଇନ୍ ଜାରି ହୋଇଛି। ଏଥିରେ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ହୋମ୍ କ୍ୱାରେଣ୍ଟିନରେ ରହିବା ଲାଗି ସୂଚନା ଦିଆଯାଇଛି।

  • ସାମାନ୍ୟ ଲକ୍ଷଣ ଥିବା ରୋଗୀ ଡାକ୍ତରଙ୍କ ପରାମର୍ଶ ପରେ କ୍ୱାରେଣ୍ଟିନରେ ରହିପାରିବେ।
  • ସଙ୍ଗରୋଧ ପାଇଁ ଘରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଆବଶ୍ୟକ।
  • ପରିବାର ଲୋକଙ୍କ ସଂସ୍ପର୍ଶରେ ଯେପରି ନଆସିବେ ସେଥିଲାଗି ବ୍ୟବସ୍ଥା ରହିଥିବ।
  • ଅସୁସ୍ଥଙ୍କ ଯତ୍ନ ନେବାଲାଗି ଜଣେ ବ୍ୟକ୍ତି ୨୪ ଘଣ୍ଟା ଉପଲବ୍ଧ ରହିବା ଆବଶ୍ୟକ।
  • କ୍ୱାରେଣ୍ଟାଇନ୍ ସମୟରେ ହସ୍ପିଟାଲ ସହ ତାଙ୍କର ଯୋଗାଯୋଗ ରହିବା ଆବଶ୍ୟକ।
  • ଯତ୍ନ ନେଉଥିବା ବ୍ୟକ୍ତି ଏବଂ ସଂପର୍କୀୟ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍ ସେବନ କରିପାରିବେ।
  • ପ୍ରୋଟୋକଲ ଅନୁସାରେ, ଡାକ୍ତରଙ୍କ ପରାମର୍ଶରେ ସେମାନେ ଏହି ସବୁ ଔଷଧ ସେବନ କରିପାରିବେ।
  • ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ଗାଇଡ୍ ଲାଇନରେ ପରାମର୍ଶ ଦିଆଯାଇଛି।
  • ଆକ୍ରାନ୍ତ ଜଣକ ପ୍ରତିଦିନ ନିଜ ସ୍ୱାସ୍ଥ୍ୟ ବାବଦରେ ଅପଡେଟ୍ ଜିଲ୍ଲା ସର୍ଭେଲାନ୍ସ ଅଫିସରଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।
  • ହୋମ୍ କ୍ୱାରେଣ୍ଟିନରେ ରହିବା ସମୟରେ ଯଦି ଆକ୍ରାନ୍ତଙ୍କ ଶ୍ୱାସକିୟାରେ କଷ୍ଟ ଅନୁଭବ, ଛାତିରେ ଯନ୍ତ୍ରଣା, ମାନସିକ ସ୍ଥିତିରେ ପରିବର୍ତ୍ତନ, ମୁଖ ଏବଂ ଓଠର ରଙ୍ଗ ପରିବର୍ତ୍ତନ ଘଟେ ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

You might also like