ବାହାଘର ପୂର୍ବରୁ ବାପା ହେଲେ ବୋରିସ୍ ଜନସନ୍‌‌

ଲଣ୍ଡନ:ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ପ୍ରେମିକା କ୍ୟାରୀ ସାଇମଣ୍ଡସ୍‌ ମା’ ହେବାର  ସୌଭାଗ୍ୟ ଲାଭ କରିଛନ୍ତି । ବୁଧବାର ଲଣ୍ଡନର ଏକ ସରକାରୀ ଡାକ୍ତରଖାନାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ଏହି ସନ୍ତାନ ଜନ୍ମ ଦେଇଥିଲେ ହେଁ ଉଭୟା ମା’ ଓ ଶିଶୁ ସୁସ୍ଥ ଅଛନ୍ତି ।
ପୁତ୍ର ସନ୍ତାନକୁ ନେଇ ଉଭୟ ବୋରିସ୍ ଜନସନ୍‌ଓ ସାଇମଣ୍ଡସ୍‌ ଖୁସି ଅଛନ୍ତି । ଏ ନେଇଢ ଉଭୟ ଏନ୍‌‌ଏଚ୍‌‌ଏମ (ରାଷ୍ଟ୍ରୀୟ  ସ୍ୱାସ୍ଥ୍ୟ ସେବା )ର ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଥାଉ କି କିଛି ଦିନ ପୂର୍ବରୁ ବୋରିସ ଏବଂ କରୋନା ଆକ୍ରାନ୍ତ ହୋଇଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା । ଚିକିତ୍ସା ପରେ ସେ କରୋନା ମୁକ୍ତ ହୋଇଥିଲେ । ସୋମବାର ବୋରିସ ତାଙ୍କ କାର୍ଯ୍ୟାଳୟକୁ ଫେରିଥିଲେ । ଏବେ ସେ ବକିଂହୋମ୍‌‌ରେ ବିଶ୍ରାମ ନେଉଛନ୍ତି । ତାଙ୍କର ପ୍ରେମିକା ମଧ୍ୟ ତାଙ୍କ ସହ ରହୁଛନ୍ତି । ୫୫ ବର୍ଷୀୟ ବୋରିସ ଏବଂ ୩୨ ବର୍ଷ ବୟସ୍କା କ୍ୟାରି ସନ୍ତାନର ବାପା-ମା’ ହେବାକୁ ଯାଉଛନ୍ତି ବୋଲି ଫେବ୍ରୁଆରୀ ମାସରେ ଘୋଷଣା କରିଥିଲେ ।

ଏହା ପୂର୍ବରୁ ବୋରିସ ଭାରତୀୟ ବଂଶୋଦ୍ଭବ ମରିନା ହୁଇଲଙ୍କୁ ବିବାହ କରିଥିଲେ । ତେବେ ସେ ତାଙ୍କୁ ଛାଡ଼ପତ୍ର ଦେଇଛନ୍ତି । ବୋରିସ-ମାରିନାଙ୍କର ୪ଟି ସନ୍ତାନ ଅଛନ୍ତି ।

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like