ମେ ୨୩ ପରିବର୍ତ୍ତେ ୨୪ ତାରିଖରେ ପ୍ରକାଶ ପାଇପାରେ ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ମେ ୨୩ ପରିବର୍ତ୍ତେ ୨୪ ତାରିଖରେ ପ୍ରକାଶ ପାଇପାରେ ଚଳିତ ସାଧାରଣ ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ। ଇଭିଏମ ସହ ୫ଟି ଭିଭିପ୍ୟାଟର ଭୋଟକୁ ମିଳାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଫଳାଫଳରେ ବିଳମ୍ୱ ହୋଇପାରେ ବୋଲି ସୂଚନା ରହିଛି।

ବିରୋଧୀଙ୍କ ଅଭିଯୋଗ କ୍ରମେ ଏପ୍ରିଲ ୮ରେ ସୁପ୍ରିମକୋର୍ଟ ଇଭିଏମ ସହିତ ଗୋଟିଏ ଭିଭିପ୍ୟାଟ୍ ପରିବର୍ତ୍ତେ ୫ଟି ଭିଭିପ୍ୟାଟର ଭୋଟ୍ ମିଳାଇବାକୁ ନିର୍ବାଚନ କମିଶନଙ୍କୁ କହିଛନ୍ତି। ଏଥିପାଇଁ ଅଧିକ ୫ରୁ ୬ ଘଣ୍ଟା ସମୟ ଗଣତି ପାଇଁ ଲାଗିବ ବୋଲି ଇସି ପକ୍ଷରୁ ସୂଚନା ମିଳିଛି। ତେଣୁ ସମ୍ପୂର୍ଣ୍ଣ ଫଳାଫଳ ପାଇଁ ୨୩ ପରିବର୍ତ୍ତେ ୨୪ ତାରିଖ ହୋଇପାରେ ବୋଲି ସୂଚନା ରହିଛି।

ଗତକାଲି ଏହି ପ୍ରସଙ୍ଗରେ ବିରୋଧୀ ଇଭିଏମ ସହ ଭିଭିପ୍ୟାଟର ୫୦ ପ୍ରତିଶତ ଭୋଟ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ପରେ ଏହାକୁ ସର୍ବନିମ୍ନ ୨୫ ପ୍ରତିଶତ ଭୋଟ ମିଳାଇବା ପାଇଁ ଆବେଦନ କରିଥଲେ ତେଲୁଗୁ ଦେଶମ ପାର୍ଟି ନେତୃତ୍ୱାଧୀନ ୨୧ ବିରୋଧୀ ଦଳ। ତେବେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଥିଲେ।

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like