ଭୟରେ ଗଲେନି ସେଲୁନ୍, କରୋନା ପାଇଁ ଗାଁଲୋକେ କଲେ ଏପରି କାମ

ଝାଡଖଣ୍ଡ: ଝାଡଖଣ୍ଡର ଏକ ଗାଁ କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏକ ନିଆରା ଉପାୟ ଅବଲମ୍ୱନ କରିଛନ୍ତି। ମୁସଲିମ ସମ୍ପ୍ରଦାୟର ଜାମତାଡା ବ୍ଲକର ନାଲା ବ୍ଲକର କାସ୍ତା ଗ୍ରାମରେ ମହିଳାଙ୍କ ବ୍ୟତୀତ ସମସ୍ତ ଲୋକ ସେମାନଙ୍କର କେଶ କାଟି ଲଣ୍ଡା ହୋଇଛନ୍ତି। ଗାଁର ପିଲା, ବୃଦ୍ଧ, ଯୁବକ ଓ ପୁରୁଷମାନେ ସମସ୍ତେ ଲଣ୍ଡା ହୋଇଥିବାର ଦେଖିବାକୁ ମିଳିଛି। କରୋନା ଭାଇରସ କାରଣରୁ ଏପରି କରିଥିବା କହିଛନ୍ତି।

ଖବର ଅନୁଯାୟୀ, କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଏହି ମୁସଲମାନ ସମ୍ପ୍ରଦାୟର ଗାଁର ସମସ୍ତ ପୁରୁଷ ବ୍ଲେଡରେ ପାରସ୍ପରିକ ସାହାଯ୍ୟରେ ଗ୍ରାମବାସୀଙ୍କୁ ଲଣ୍ଡା କରିଥିଲେ। ସେମାନେ କହିଛନ୍ତି ଯେ ସେଲୁନ୍ ଏବଂ ପାର୍ଲରକୁ ଯିବା ଦ୍ୱାରା କରୋନା ଭାଇରସ କାୟା ବିସ୍ତାର କରି ବ୍ୟାପିବାରେ ଲାଗିଛି।

ସେଲୁନରେ ବ୍ୟବହୃତ ହେଉଥିବା କପଡା ଏବଂ ହେୟାର ଡ୍ରେସର, ଚେୟାର ଏବଂ ଅନ୍ୟାନ୍ୟ ସାମଗ୍ରୀରୁ କରୋନା ଭାଇରସ ବ୍ୟାପୁଥିବାର କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀମାନେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଲଣ୍ଡା ହୋଇଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

Bhubaneswar Corona News: ୩୦୫ କରୋନା ପଜିଟିଭ ଚିହ୍ନଟ, ୨୧୫ ଲୋକାଲ୍‌ କେସ

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

You might also like