ଶହେ ଦିନରେ ୨ କୋଟି ଲୋକଙ୍କୁ ଖାଇବାକୁ ଦେଲେ ବିକାଶ ଖାନ୍ନା

ନୂଆଦଲ୍ଲୀ: କରୋନା ମହାମାରୀ ବେଳେ ଶହେ ଦିନରେ ୨ କୋଟି ଲୋକଙ୍କୁ ଖାଇବାକୁ ଦେଇ ଚର୍ଚ୍ଚାରେ ଷ୍ଟାର୍ ସେଫ୍ ବିକାଶ ଖାନ୍ନା। ବଡ଼ କଥା ହେଉଛି ନ୍ୟୁୟର୍କରେ ଥାଇ ସେ କୋଟି କୋଟି ଭାରତୀୟଙ୍କ ପାଖରେ ଖାଦ୍ୟ ପହଞ୍ଚାଇ ପାରିଛନ୍ତି। ଫିଡ୍ ଇଣ୍ଡିଆ କ୍ୟାମ୍ପେନ୍ ଜରିଆରେ ଲକ୍‌ଡାଉନ୍ ବେଳେ ସେ ଗରିବ ଅସହାୟଙ୍କୁ ଖାଇବା ଯୋଗାଇଛନ୍ତି। ଏକ ସାକ୍ଷାତକାରରେ ସେ ଏଭଳି ନିଆରା ପ୍ରୟାସର ଉଦ୍ଦେଶ୍ୟ ବିଷୟରେ କହିଛନ୍ତି। ତେବେ ତାଙ୍କର ଏଭଳି ପ୍ରୟାସ ପଛରେ ତାଙ୍କ  ଜେଜେମାଙ୍କ ହାତ ଥିବା ସେ କହିଛନ୍ତି।

ଖାନ୍ନାଙ୍କ ଜନ୍ମ ଅମ୍ରିତସରରେ ହୋଇଥିବା ବେଳେ ଅନେକ ସମୟରେ ସେ ଗୋଲ୍‌ଡେନ୍ ଟେମ୍ପଲ ଯାଇଥାନ୍ତି। ସେଠାରେ ପ୍ରସାଦ ମଧ୍ୟ ଖାଇଥାନ୍ତି। ତେବେ ସେ ସମୟରେ ତାଙ୍କର ଜେଜେମା ତାଙ୍କୁ ଏକ ଉପଦେଶ ଦେଇଥିଲେ ଯେ କେବଳ ପ୍ରସାଦ ଖାଇଲେ ହେବ ନାହିଁ, ଅନ୍ୟକୁ ଖୁଆଇବା ପାଇଁ ପ୍ରୟାସ ମଧ୍ୟ କରିବା ଜରୁରୀ। ଏକ ରୋଷେୟା ଭାବେ ସେବେଠାରୁ ସେ ଲୋକଙ୍କୁ ଖାଇବାକୁ ଦେବା ପାଇଁ ଉଦ୍ୟମ କରିଆସିଥିବା କହିଛନ୍ତି ବିକାଶ।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like