କୁକୁର ଓ ଗୋଧି ମଧ୍ୟରେ ଲଢ଼େଇ, ଜିତିଲା କିଏ?

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ବିଭିନ୍ନ ପଶୁପକ୍ଷୀଙ୍କ କୌତୁହଳ ଭିଡିଓ ଦେଖିଥିବେ । କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରାୟ ଦୁଇ ମିନିଟ୍‌ର ଏହି ଭିଡିଓଟିରେ ଦୁଇଟି କୁକୁର ଏବଂ ଗୋଟିଏ ବଡ଼ ଗୋଧି ମଧ୍ୟରେ ଘମାଘୋଟ ଲଢ଼େଇ ଚିଲିଛି । ଏହି ଭିଡିଓଟି ଏବେ ଇଣ୍ଟରନେଟ୍‌ରେ ଟ୍ରେଣ୍ଡ ହେଉଛି ଏବଂ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି । ଏହି ଭିଡିଓଟିକୁ ଫେସବୁକର ଜଣେ ୟୁଜର ଶେୟାର କରିଛନ୍ତି। ତାଙ୍କ ନାଁ ହିମାନସୁ ଭଟ୍ଟ ।

Dogs Vs Monitor Lizardउत्तराखंड के जनपद पौड़ी में माॅनिटर रिजार्ड और 2 कुत्तों के बीच संघर्ष का वीडिया सामने आया है। रिखणीखाल ब्लाॅक के अदालीखाल के जंगलों में स्थानीय युवकों द्वारा बनाए गए इस वीडियों में आप देख सकते हैं कि किसप्रकार 2 कुत्ते जंगली माॅनिटर लिजार्ड को चााने की कोशिय कर रहे हैं। लेकिन जंगली माॅनिटर लिजार्ड भी आसानी से हार मानने वाली नहीं है और वह भी कुत्तों पर जोर से फुंकार मारकर उन्हें डराने का प्रयास कर रही है। कुत्तों के हमले से बचने के लिए लिजार्ड एक चीड़ के पेड़ पर चढ़ने का प्रयास कर रही है, लेकिन कुत्ते उसकी पूंछ दांतों से पकड़कर उसको जमीन पर पटक रहे हैं। करीब 3 मिनट के इस संघर्ष वाले वीडियो में आपे देख सकते हैं कि किस प्रकार बाद में कुत्तोंसे अपनी जाने बचाने के लिए भागने का प्रयास कर रही है, लेकिन कुत्ते उसे भागने नहीं दे रहे हैं। बाद में किसी प्रकार वीडियोबना रहे युवकों द्वारा कुत्तों से इन माॅनिटर लिजार्ड को बचाया गया।#wildanimals #monitorlizard #wildlife_perfection #wild #wildlifephotography #wildlifeonearth #environment #climatechange #nature #hunt #hunter #himanshubhatt be the change

Himanshu Bhatt यांनी वर पोस्ट केले शनिवार, ४ जुलै, २०२०

ଏହି ଭିଡିଓଟି ଉତ୍ତରାଖଣ୍ଡର ବୋଲି ଜଣାପଡିଛ। ଭିଡିଓରେ ଦୁଇଟି କୁକୁର ଗଛରେ ଚଢ଼ୁଥିବା ଏକ ଗୋଧିକୁ ଆକ୍ରମଣ କରୁଛନ୍ତି। କୁକୁର ଦୁଇଟି ଗୋଧିର ଲାଞ୍ଜକୁ କାମୁଡି ତଳକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଗୋଧିଟି ମଧ୍ୟ ନିଜ ଜୀବନ ବଞ୍ଚାଇବାକୁ ବିକଳରେ ଗଛ ଉପରକୁ ଚଢ଼ିଯାଉଛି। କୁକୁର ଦୁହେଁ ଏଭଳି ବାରମ୍ୱାର ଗୋଧିକୁ ଟାଣି ତଳେ ପକାଉଛନ୍ତି।

ବାରମ୍ବାର ଚଢ଼ିବାକୁ ଚେଷ୍ଟା କରି ଗୋଧି ସେହି ସ୍ଥାନରୁ ଖସିଯିବାକୁ ଅସମର୍ଥ ହେଉଥିଲା । ଗୋଧିର ପଞ୍ଝା ଗଛରୁ ଖସି ଯାଉଥିଲା । ଶେଷରେ କ୍ଳାନ୍ତ ହୋଇ ଗୋଧିଟି ତଳକୁ ଖସି ପଡ଼ିଲା । କୁକୁରମାନେ କିନ୍ତୁ ଅଟକି ନଥିଲେ ଓ ତା ଲାଞ୍ଜକୁ କାମୁଡ଼ିବାରେ ଲାଗିଥିଲେ । ଗୋଧି ମଧ୍ୟ ସେମାନଙ୍କ ସହ ଯୁଦ୍ଧ କରିବାକୁ ଚେଷ୍ଟା କରୁଥିଲା ହେଲେ ପାରୁନଥିଲା ।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like